ଫ୍ୟାନ୍‌ରେ ଝୁଲି ସଫ୍ଟଓ୍ୱେୟାର ଇଞ୍ଜିନିୟର ଙ୍କ ଆତ୍ମହତ୍ୟା

25

ଭୁବନେଶ୍ୱର : ଚନ୍ଦ୍ରେଶଖରପୁର ଥାନା ଅଞ୍ଚଳରେ ଏକ ଆପାର୍ଟମେଣ୍ଟ ରେ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଛନ୍ତି ଜଣେ ସଫ୍ଟଓ୍ୱେୟାର ଇଞ୍ଜିନିୟର । ମୃତI ଯୁବତୀ ଙ୍କ ନାମ ଶ୍ୱେତI ଉତ୍କଳ କୁମାରୀ I ସେ ଇନ୍‌ଫୋସିସ୍‌ରେ ସଫ୍ଟଓ୍ୱେୟାର ଇଞ୍ଜିନିୟର ଭାବେ କାମ କରୁଥିଲେ I ଘରେ ଲାଗିଥିବା ଫ୍ୟାନ୍‌ରୁ ଝୁଲନ୍ତା ମୃତଦେହ ଠାବ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ ।

ଯୁବତୀଙ୍କ ଆତ୍ମହତ୍ୟା ସମ୍ପର୍କରେ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ ଏହା ଏକ ପ୍ରେମ ଜନିତ ଘଟଣା ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି । ଏନେଇ ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କୁ ଡାକି ଥାନାରେ ଜେରା କରିଛି ।

Comments are closed, but trackbacks and pingbacks are open.