ଗୋଟିଏ ଇନଷ୍ଟିଚ୍ୟୁଟ ରୁ ୬ ଜଣ ଜେଇଇ ଟପ୍ପର

36

ମଙ୍ଗଳବାର ରାତି ପ୍ରାୟ ୨ଟା ବେଳେ ଜେଇଇ-ମେନ(ସେସନ୍ସ-୪)ର ରେଜଲ୍ଟ ପ୍ରକାଶ ପାଇଥିଲା।୪୪ ଜଣ ୧୦୦% ମାର୍କ ରଖିଥିଲେ ହେଁ ୧୮ ଜଣଙ୍କୁ ସର୍ବଭାରତୀୟ ସ୍ତରରେ ୧ନଂ ରାଙ୍କ ମିଳିଛି I
୧୮ ଜଣ ଜେଇଇ ଟପ୍ପରଙ୍କ ମଧ୍ୟରୁ ୬ ଜଣ ହେଉଛନ୍ତି ରାଜସ୍ଥାନର କୋଟାରେ ଥିବା ଆଲେନ କ୍ୟାରିୟର ଇନଷ୍ଟିଚ୍ୟୁଟର I ଅଂଶୁଲ ବର୍ମା, ସିଦ୍ଧାନ୍ତ ମୁଖାର୍ଜୀ, ମ୍ରିଦୁଲ ଅଗ୍ରୱାଲ, କାବ୍ୟା ଚୋପ୍ରା, ପୁଲକିତ ଗୋୟଲ ଓ ଗୁରମ୍ରିତ ସିଂହ ଜେଇଇ ମେନ୍‌ ୨୦୨୧ ସେସନ୍ସରେ ୩୦୦ରୁ ୩୦୦ ମାର୍କ ରଖିଛନ୍ତି।

Leave A Reply

Your email address will not be published.