କାର୍ତ୍ତିକ ମାସ ସୋମବାରରେ ଭଗବାନ ଶିବଙ୍କୁ ପୂଜା କରାଯାଏ । ତେବେ ଏହି ଦିନ ଭଗବାନ ଶିବଙ୍କ ବିଶେଷ ଭାବେ ରୁଦ୍ରାଭିଷେକ କରିବା ଦ୍ୱାରା ପୁଣ୍ୟ ଫଳ ପ୍ରାପ୍ତି ହୁଏ । ତା’ ସହ ସମସ୍ୟା ଦୂର ହୁଏ ।
- କାର୍ତ୍ତିକ ସୋମବାରରେ ଘିଅରେ ଶିବଙ୍କ ଅଭିଷେକ କଲେ ସନ୍ତାନ ସୁଖ ପ୍ରାପ୍ତି ହୁଏ ।
- ଗଙ୍ଗାଜଳରେ ଭଗବାନ ଶିବଙ୍କ ଅଭିଷେକ କଲେ ସମସ୍ତ ଦୁଃଖ ଓ ପାପ ନାଶ ହୁଏ ।
- ଆଖୁ ରସରେ ଶିବଙ୍କ ଅଭିଷେକ କରିବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହୁଏ ।

- ଶିବଙ୍କ ସମ୍ମୁଖରେ ଦୀପଦାନ କଲେ ସମସ୍ତ ମନସ୍କାମନା ପୂରଣ ହୁଏ ।
- ପୁଣ୍ୟ ଫଳା ଲାଗି ଠାକୁର ଘରେ ବସି ୧୦୮ ଥର ‘ଓମ୍ ନମଃ ଶିବାୟ’ ଜପ କରନ୍ତୁ ।
- ଏହି ମାସ ସୋମବାର ଦିନ ଶିବ ମନ୍ଦିରରେ ରୁଦ୍ରାକ୍ଷ ଅର୍ପଣ କଲେ ବୈବାହିକ ଜୀବନ ସୁଖମୟ ହୁଏ ।
Comments are closed, but trackbacks and pingbacks are open.