ଓଡ଼ିଶାରେ ସ୍ଥାପନ ହେବ ୨ ସେମିକଣ୍ଡକ୍ଟର ମାନ୍ୟୁଫାକ୍ଚରିଂ ୟୁନିଟ୍‌

117

ଭୁବନେଶ୍ୱର: ଓଡ଼ିଶାରେସ୍ଥାପନ ହେବ ୨ଟି ସେମିକଣ୍ଡକ୍ଟର ମ୍ୟାନୁଫାକଚରିଂ ୟୁନିଟ୍‌ । ଏ ସମ୍ପର୍କିତ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ମଙ୍ଗଳବାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଅନୁଷ୍ଠିତ ହୋଇଯାଇଛି । କ୍ୟାବିନେଟ ବୈଠକ ରେ ୧୮,୫୪୧ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏଥିରେ ଓଡ଼ିଶା, ଆନ୍ଧ୍ର ପ୍ରଦେଶ ଓ ପଞ୍ଜାବ ସେମିକଣ୍ଡକ୍ଟର ୟୁନିଟ୍ ପ୍ରତିଷ୍ଠା ପ୍ରସ୍ତାବ ଅନୁମୋଦିତ ହୋଇଛି । ସାରା ଦେଶରେ ମୋଟ ୪ଟି ସେମିକଣ୍ଡକ୍ଟର ୟୁନିଟ୍ ପାଇଁ ମଞ୍ଜୁରୀ ମିଳିଛି । ଏଥିପାଇଁ ୪,୫୯୪ କୋଟି ବ୍ୟୟ ଅଟକଳ କରାଯାଇଛି । ଏହା ଭୁବନେଶ୍ୱରରେ ସ୍ଥାପନ ହେବ। ଏହାକୁ ମିଶାଇ ଦେଶରେ ମୋଟ ୧୦ଟି ସେମିକଣ୍ଡକ୍ଟର୍ ୟୁନିଟ୍ ସ୍ଥାପନା ହେବ ।ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ର ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ଅନୁମୋଦନ ସହିତ, ରାଜ୍ୟର ଶିଳ୍ପ ଏବଂ ପ୍ରଯୁକ୍ତିବିଦ୍ୟା ଉନ୍ନତିରେ ଏକ ପ୍ରମୁଖ ମାଇଲଖୁଣ୍ଟ ସ୍ଥାପନ କରିବ ।

13 Comments
  1. buy enclomiphene australia to buy

    order enclomiphene buy san francisco

  2. kamagra sans ordonnance canada

    comprar kamagra en bilbao

  3. androxal shipped overnight no perscription

    cheap androxal no prescription online

  4. purchase dutasteride generic new zealand

    over counter dutasteride alternative

  5. how to buy flexeril cyclobenzaprine how to purchase viagra

    buy flexeril cyclobenzaprine price prescription

  6. cheap gabapentin no prescription overnight delivery

    buying gabapentin price new zealand

  7. purchase itraconazole uk where buy

    order itraconazole cheap buy online no prescription

  8. best price generic fildena

    discount fildena cheap prices

  9. staxyn mail order uk

    how to buy staxyn uk where buy

  10. purchase avodart cheap generic uk

    cheap avodart canada shipping

  11. rifaximin no s consult

    cheap rifaximin generic pharmacy in canada

  12. xifaxan sales in US

    purchase xifaxan generic a canada

  13. kamagra za diskontní cenu

    získejte vzorek zdarma kamagra

Comments are closed, but trackbacks and pingbacks are open.