ସଲମାନଙ୍କ ନୂଆ ଲୁକ୍‌

31

ବଲିଉଡ୍‌ର ଦବଙ୍ଗ ଏବେ ତାଙ୍କ ଆଗାମୀ ସିନେମା ‘କିସି କା ଭାଇ କିସିକା ଜାନ୍‌’କୁ ନେଇ ଚର୍ଚ୍ଚାରେ ଅଛନ୍ତି । ତେବେ ପ୍ରଥମେ ଏହି ସିନେମାର ନାଁ ଥିଲା କଭି ଇଦ୍ କଭି ଦିୱାଲି’ । ମାତ୍ର ଏବେ ଏହାର ନାଁ ବଦଳି ରଖାଯାଇଛି ‘କିସି କା ଭାଇ କିସିକା ଜାନ୍‌’ । ଅବଶ୍ୟ ଏବେ ଫିଲ୍ମରେ ସଲମାନଙ୍କ ଫାଷ୍ଟ୍ ଲୁକ୍ ସାମ୍ନାକୁ ଆସିଛି । ଯେଉଁଥିରେ ସଲମାନ ଲମ୍ବା କେଶ ରଖିଥିବା ଦେଖାଯାଇଛି । ଅବଶ୍ୟ ଏବେ ଅଭିନେତାଙ୍କ ଲୁକ୍‌ର ଟିଜର ମଧ୍ୟ ସାମ୍ନାକୁ ଆସିଛି । ସେହିପରି ସଲମାନଙ୍କ ଏଭଳି ନୂଆ ଲୁକ୍‌କୁ ମଧ୍ୟ ତାଙ୍କ ପ୍ରଶଂସକ ବେଶ୍ ପସନ୍ଦ କରିଛନ୍ତି ।

Comments are closed, but trackbacks and pingbacks are open.