ରୁଷ-ୟୁକ୍ରେନ୍‌ ଯୁଦ୍ଧ : ରୁଷିଆ ନାଗରୀକ ଙ୍କ ଆନ୍ଦୋଳନ ବେଳେ ପୋଲିସ ର ଲାଠି ମାଡ଼

22

ରୁଷ-ୟୁକ୍ରେନ୍‌ ମଧ୍ୟରେ ଚାଲିଛି ଭୟଙ୍କର ଯୁଦ୍ଧ I ରୁଷ ର ୟୁକ୍ରେନ ଉପରେ ଯୁଦ୍ଧକୁ ଜୋରଦାର ବିରୋଧ କରି ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ରୁଷିଅIନାଗରିକ । ରୁଷ ରାଷ୍ଟ୍ରପତି ପୁଟିନଙ୍କ ବିରୋଧରେ ନାରା ଦେଇ ଯଥାଶିଘ୍ର ଯୁଦ୍ଧ ବନ୍ଦ କରିବାକୁ ରାସ୍ତାକୁ ଓହ୍ଲାଇଛନ୍ତି । ହେଲେ ଏହି ଆନ୍ଦୋଳନ କୁ ସହଜରେ ହଜମ କରିପାରିନାହିଁ ରୁଷିଆ ପୋଲିସ I ଆନ୍ଦୋଳନ କାରୀଙ୍କ ଉପରେ କରିଛି ନିର୍ମମ ଲାଠିପ୍ରହାର Iରୁଷିଆ ପୋଲିସର ଏହି ଦମନଲୀଳା କୁ ନେଇ ୟୁକ୍ରେନ୍‌ ମିଡିଆ ପକ୍ଷରୁ ଏକ ଭିଡିଓ ସେୟାର କରାଯାଇଛି।

Comments are closed, but trackbacks and pingbacks are open.