୧୪ ଜଣିଆ ସାଇବର୍ ଠକ ଗ୍ୟାଙ୍ଗ୍ ଗିରଫ, ଦୁବାଇ ଯାଏ ଲମ୍ବିଛି ଚେର

1,709

ରାଉରକେଲା: ସାଇବର ଠକେଇ ମାମଲାରେ ରାଉରକେଲା ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ପୋଲିସ ଏକ ବଡ଼ ସାଇବର ଠକେଇ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ଏକକାଳୀନ ୧୪ ଜଣ ସାଇବର ଠକଙ୍କୁ ଗିରଫ କରାଯାଇଛି । ଏମାନେ ଗୋଟିଏ କିମ୍ବା ଦୁଇଟି ନୁହେଁ ୮୦୦ରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଖୋଲି ଲୋକଙ୍କୁ ଠକୁଥିଲେ ବୋଲି ଜଣାପଡ଼ିଛି ।
ପୋଲିସର କହିବା ମୁତାବକ, ସାଇବର ଅପରାଧ ମାମଲାରେ ୧୪ ଜଣ ସାଇବର ଠକଙ୍କୁ ଗିରଫ କରାଯାଇଛି । ଦୁଇ ଦିନ ତଳେ ୫ ଜଣ ଧରାପଡ଼ିଥିଲାବେଳେ ଆଜି ଆଉ ୯ ଜଣ ଗିରଫ ହୋଇଛନ୍ତି । ଗିରଫଙ୍କ ମଧ୍ୟରେ ୨ ଜଣ ଘରୋଇ ବ୍ୟାଙ୍କ୍ କର୍ମଚାରୀ ସାମିଲ ଥିଲେ । ସେ ଦୁହିଁଙ୍କ ମଧ୍ୟରୁ ଜଣେ ମହିଳା ବ୍ୟାଙ୍କ କର୍ମଚାରୀ ଅଛନ୍ତି । ପ୍ରାୟ ୮୦୦ରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଠକେଇର ଜାଲ ବୁଣି ଥିଲେ। ସେମାନଙ୍କ ନିକଟରୁ ଗୋଟିଏ କାର୍, ଗୋଟିଏ ବୁଲେଟ ଗାଡ଼ି, ୧୫ଟି ମୋବାଇଲ ଫୋନ୍, ୧୦ ଟି ପ୍ୟାନ୍ କାର୍ଡ, ୪ଟି ଚେକ୍ ବୁକ୍ ଓ ଗୋଟିଏ ଲାପଟପ୍ ଜବତ କରାଯାଇଛି । ସାଧାରଣ ଲୋକଙ୍କ ନାଁରେ ବ୍ୟାଙ୍କ ଆକାଉଣ୍ଟ ଖୋଲି ବଡ଼ ବଡ଼ ଠକେଇ କରୁଥିଲେ । ଏହି ସିଣ୍ଡିକେଟ୍ ରାଉରକେଲାରୁ ଦୁବାଇ ଯାଏ ବ୍ୟାପିଛି । ବ୍ୟାଙ୍କ ଆକାଉଣ୍ଟ ଖୋଲି ପଡ଼ୋଶୀ ରାଜ୍ୟ ଓ ଦିଲ୍ଲୀକୁ ବ୍ୟାଙ୍କ ବିସ୍ତୃତ ରିପୋର୍ଟ ଦେଉଥିଲେ । ଏହି ଚେର କେବଳ ରାଉରକେଲାରେ ସୀମିତ ନ ଥିଲା । ପଡ଼ୋଶୀ ରାଜ୍ୟ ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ ଓ ବିହାର ଯାଏଁ ଲମ୍ବିଛି । ସମସ୍ତ ଗିରଫ ଅଭିଯୁକ୍ତଙ୍କୁ ପୋଲିସ କୋର୍ଟ ଚାଲାଣ କରିବା ସହିତ ଅଧିକ ଖୋଳତାଡ଼ ପାଇଁ ରିମାଣ୍ଡରେ ଆଣିବ ବୋଲି ଜଣାପଡ଼ିଛି ।

13 Comments
  1. kamagra prescriptions

    sans ordonnance kamagra pharmacie envoyer annuaire

  2. get enclomiphene price at walmart

    online order enclomiphene usa where to buy

  3. buy androxal online sydney

    ordering androxal online no rx

  4. get flexeril cyclobenzaprine without a script

    buy cheap flexeril cyclobenzaprine price usa

  5. how to buy dutasteride uk where buy

    cheapest buy dutasteride purchase singapore

  6. buying gabapentin buy safely online

    how to order gabapentin cheap buy online no prescription

  7. cheap fildena buy from canada

    buy fildena cost new zealand

  8. how to order itraconazole usa sales

    generic itraconazole online cheapest

  9. buy cheap avodart generic work

    online order avodart generic alternatives

  10. ordering staxyn uk pharmacy

    buying staxyn generic does it work

  11. ordering rifaximin usa cheap

    cheapest buy rifaximin generic canada no prescription

  12. purchase xifaxan usa discount

    purchase xifaxan online mastercard accepted

  13. koupit obecný kamagra

    kamagra bez rx

Comments are closed, but trackbacks and pingbacks are open.