ଖୋଲିଲା ୩ ଜିଲ୍ଲାର ଧର୍ମାନୁଷ୍ଠାନ

32

କଟକଣା ସହ ଖୋଲିଲା ୩ ଜିଲ୍ଲାର ଧର୍ମାନୁଷ୍ଠାନ I କରୋନା଼ର ଭୟାବହତା ଯୋଗୁ ଦୀର୍ଘ ସାଢେ ତିନି ମାସ ଧରି ବନ୍ଦ ରହିଥିବା ଧର୍ମାନୁଷ୍ଠାନ ଆଜିଠୁ ଖୋଲିଛି। କଟକ, କେନ୍ଦ୍ରାପଡ଼ା ଓ କୋରାପୁଟ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ କୋଭିଡ କଟକଣା ଖୋଲିବାକୁ ଅନୁମତି ଦେଇଛି ପ୍ରଶାସନ । କିନ୍ତୁ ସିଏମ୍‌ସି ଅଞ୍ଚଳରେ ଥିବା ଧର୍ମାନୁଷ୍ଠାନ ଖୋଲିବ କି ନାହିଁ, ସେ ସମ୍ପର୍କରେ କଟକ ମହାନଗର ନିଗମ ନିଷ୍ପତ୍ତି ନେବ । ମନ୍ଦିରରେ ପ୍ରବେଶ ପାଇଁ ମାସ୍କ ଓ ସାମାଜିକ ଦୂରତା ବାଧ୍ୟତାମୂଳକ। ୧୦ ବର୍ଷରୁ କମ୍ ପିଲା, ଗର୍ଭବତୀ ଓ ୬୦ରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ମନ୍ଦିରରେ ପ୍ରବେଶ ମନା । ବର୍ତ୍ତମାନ ପରିସ୍ଥିତି ରେ ଶ୍ରାବଣ ମାସ ଚାଲିଥିବା ରୁ କାଉଡିଆ ଙ୍କ ଭିଡ କୁ ଦୃଷ୍ଟି ରେ ରଖି କେତେକ ଶୈବ ପୀଠ ବନ୍ଦ କରା ଯାଇଛି,ଧବଳେଶ୍ୱର ଏବଂ ଗୁପ୍ତେଶ୍ୱର ପୀଠ କୁ ମଧ୍ୟ ବନ୍ଦ କରା ଯାଇଛି I

Leave A Reply

Your email address will not be published.