ରେକର୍ଡ ଭାଙ୍ଗିଲା ତାପମାତ୍ରା

33

ନୂଆଦିଲ୍ଲୀ:  କାଲିଫର୍ନିଆ ଡେଥଭାଲି ମରୁଭୂମିରେ 53 ଡିଗ୍ରୀ ସେଲସିୟସ୍ ର ତାପମାତ୍ରା ସହିତ  ପଶ୍ଚିମ ଆମେରିକାରେ  ଉତ୍ତାପ ପୂର୍ବର ସମସ୍ତ ରେକର୍ଡ ଭାଙ୍ଗିଛି  ।

ବିସିସିଆଇର ଏକ ରିପୋର୍ଟରେ ଦର୍ଶାଯାଇଛି ଯେ 38 ଟି ସହରରେ ତାପମାତ୍ରା ରେକର୍ଡ ଭାଙ୍ଗିପାରେ। କାଲିଫର୍ନିଆ, ଫ୍ଲୋରିଡା, ଲାସ୍ ଭେଗାସ୍ ରେ ଉଚ୍ଚ ତାପମାତ୍ରା ରେକର୍ଡ କରାଯାଇଛି । 

‘ସ୍ୱାସ୍ଥ୍ୟ ବିପଦ’ ଯୁଦ୍ଧ ଜାରି କରାଯାଇଛି। 

Comments are closed, but trackbacks and pingbacks are open.