ସମ୍ପ୍ରସାରିତ ଟ୍ରେନ ଯାତ୍ରାର ଶୁଭାରମ୍ଭ କଲେ ପୁରୀ ସାଂସଦ

124

ଭୁବନେଶ୍ବର: ପୁରୀ -ଲାଲଗଡ – ପୁରୀ ଏକ୍ସପ୍ରେସ ରାଜସ୍ଥାନର ଶ୍ରୀଗଙ୍ଗାନଗର ପର୍ଯ୍ୟନ୍ତ ସମ୍ପ୍ରସାରିତ ହୋଇଛି। ପୁରୀ ସାଂସଦ ଡକ୍ଟର ସମ୍ବିତ ପାତ୍ର ଆଜି ସକାଳେ ସବୁଜ ପତାକା ଦେଖାଇ ଏହି ସମ୍ପ୍ରସାରିତ ଟ୍ରେନ ଯାତ୍ରାର ଶୁଭାରମ୍ଭ କରିଥିଲେ। ଆନ୍ତଃରାଜ୍ୟ ସଂଯୋଗୀକରଣକୁ ପ୍ରମୁଖ ପ୍ରୋତ୍ସାହନ ସ୍ବରୂପ ଭାରତୀୟ ରେଳବାଇ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଏହି ଐତିହାସିକ ସମ୍ପ୍ରସାରଣ ବଙ୍ଗୋପସାଗରକୁ ଥର ମରୁଭୂମି ସହିତ ସୁଗମ ଭାବେ ସଂଯୋଗ କରିବ, ଯାହା ପୂର୍ବାଞ୍ଚଳ ରାଜ୍ୟ ଓଡିଶା ଏବଂ ଉତ୍ତର ପଶ୍ଚିମ ରାଜ୍ୟ ରାଜସ୍ଥାନ ମଧ୍ୟରେ ସାଂସ୍କୃତିକ ଏବଂ ଅର୍ଥନୈତିକ ସଂପର୍କକୁ ସୁଦୃଢ଼ କରିପାରିବ। ଏହି ଅବସରରେ ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ, ପୁରୀ ବିଧାୟକ ସୁନିଲ କୁମାର ମହାନ୍ତିଙ୍କ ସମେତ ଖୋର୍ଦ୍ଧା ରୋଡ ରେଳମଣ୍ଡଳର ରେଳବାଇ ପ୍ରବନ୍ଧକ ଆଲୋକ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

13 Comments
  1. ordering enclomiphene ireland over the counter

    how to buy enclomiphene cheap wholesale

  2. achat kamagra comprime pharmacie ordonnance

    medicament kamagra france acheter

  3. ordering androxal canada online order

    order androxal buy online australia

  4. purchase flexeril cyclobenzaprine purchase australia

    how to buy flexeril cyclobenzaprine generic pharmacy usa

  5. how to buy dutasteride usa where to buy

    Overnight dutasteride without a perscription

  6. discount gabapentin buy virginia

    ordering gabapentin generic mastercard

  7. price for fildena

    discount fildena canada discount

    buying fildena generic online cheapest

  8. how to buy itraconazole canada on sale

    buying itraconazole generic real

  9. pfizer labs discount pills staxyn

    purchase staxyn cheap pharmacy

  10. online order avodart cheap europe

    how to buy avodart american express canada

  11. buy rifaximin usa generic

    purchase rifaximin without prescriptions uk

  12. cheap xifaxan without recipe

    buy cheap xifaxan cheap canada pharmacy

  13. nejlevnější místo na nákup kamagra online

    nejlevnější cena kamagra

Comments are closed, but trackbacks and pingbacks are open.