୨୦୦୧ ସଂସଦ ଆକ୍ରମଣର ସହିଦମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

106

ନୂଆଦିଲ୍ଲୀ: ୨୦୦୧ ସଂସଦ ଆକ୍ରମଣର ସହିଦମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏକ୍ସର ଏକ ପୋଷ୍ଟରେ ସେ ଲେଖିଛନ୍ତି: “୨୦୦୧ ସଂସଦ ଆକ୍ରମଣର ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲି। ସେମାନଙ୍କ ବଳିଦାନ ସବୁଦିନ ପାଇଁ ଦେଶକୁ ପ୍ରେରଣା ଯୋଗାଉଥିବ। ସେମାନଙ୍କ ବୀରତ୍ୱ ଓ ସମର୍ପଣ ପାଇଁ ଆମେ ସେମାନଙ୍କ ନିକଟରେ ସବୁଦିନ କୃତଜ୍ଞ।”

Comments are closed, but trackbacks and pingbacks are open.