ମହାତ୍ମା ଫୁଲେଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

204

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମହାତ୍ମା ଫୁଲେଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଏବଂ ତାଙ୍କୁ ମାନବତାର ଜଣେ ସଚ୍ଚା ସେବକ ଭାବରେ ପ୍ରଶଂସା କରିଛନ୍ତି।

ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି:

“ମାନବତାର ପ୍ରକୃତ ସେବକ ମହାତ୍ମା ଫୁଲେଙ୍କୁ ତାଙ୍କ ଜୟନ୍ତୀ ଅବସରରେ ସାଦର ପ୍ରଣାମ। ସେ ସମାଜର ଅବହେଳିତ ତଥା ପଛୁଆ ଗର୍ବର ଲୋକଙ୍କ କଲ୍ୟାଣ ପାଇଁ ନିଜର ଜୀବନ ସମର୍ପିତ କରିଥିଲେ। ଦେଶ ପାଇଁ ତାଙ୍କର ଅମୂଲ୍ୟ ଯୋଗଦାନ ପ୍ରତ୍ୟେକ ପିଢ଼ିକୁ ପ୍ରେରିତ କରିବ।”

Comments are closed, but trackbacks and pingbacks are open.