ସୋସିଆଲ ମିଡିଆ ଆକାଉଣ୍ଟରେ ନିଜ ଡିପି ବଦଳାଇଲେ ପ୍ରଧାନମନ୍ତ୍ରୀ ମୋଦି

78

ପ୍ରଧାନମନ୍ତ୍ରୀ ମୋଦୀ ନିଜର ସୋସିଆଲ ମିଡିଆ ଆକାଉଣ୍ଟର ପ୍ରୋଫାଇଲ ଫଟୋ ବଦଳାଇ ରାଷ୍ଟ୍ର ଧ୍ୱଜା ‘ତ୍ରିରଙ୍ଗା’ର ଫଟୋ ଲଗାଇଛନ୍ତି । ସେ ଦେଶର ଲୋକଙ୍କୁ ମଧ୍ୟ ତ୍ରିରଙ୍ଗା ମହୋତ୍ସବ ପାଳିବାକୁ ଅପିଲ କରିଛନ୍ତି ।

‘ହର୍ ଘର୍ ତିରଙ୍ଗା’ ଅଭିଯାନରେ ସାମିଲ ହେବାକୁ ଦେଶର ନାଗରିକଙ୍କୁ ଅପିଲ କରିଛନ୍ତି ମୋଦୀ । ଏହାସହ ନିଜ ପ୍ରୋଫାଇଲ ଫଟୋରେ ତ୍ରିରଙ୍ଗା ସଂଲଗ୍ନ କରି ଏହି ଅଭିଯାନକୁ ସଶକ୍ତ କରିବାକୁ ଅପିଲ କରିଛନ୍ତି ।

Comments are closed, but trackbacks and pingbacks are open.