ଅଷ୍ଟମ ବେତନ କମିଶନ ଗଠନକୁ ପ୍ରଧାନମନ୍ତ୍ରୀଙ୍କ ଅନୁମୋଦନ

70

ଭୁବନେଶ୍ୱର : ଅଷ୍ଟମ କେନ୍ଦ୍ରୀୟ ବେତନ କମିଶନ ଗଠନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁମୋଦନ। ୨୦୧୬ରେ କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ପାଇଁ ଲାଗୁ ହୋଇଥିଲା ସପ୍ତମ ବେତନ କମିଶନଙ୍କ ପ୍ରସ୍ତାବ । ୨୦୨୬ରେ ନୂଆ ବେତନ କମିଶନ ପ୍ରସ୍ତାବ ଲାଗୁ ହେବ । ତା ପୂର୍ବରୁ ଅଷ୍ଟମ ବେତନ କମିଶନ ଗଠନ ହେବ । ସ୍ବାଧୀନତା ପରଠାରୁ ୭ଟି ବେତନ କମିଶନ ଗଠନ ହୋଇ ସାରିଛି ।  ଏହାଦ୍ୱାରା  ସବୁ କେନ୍ଦ୍ରୀୟ କର୍ମଚାରୀ ହେବେ ଉପକୃତ ହେବେ । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।

Comments are closed, but trackbacks and pingbacks are open.