ରାଷ୍ଟ୍ରପତି ପଦକ ଏବଂ ପ୍ରଶଂସନୀୟ ସେବା ପଦକ ପ୍ରଦାନ କଲେ ରାଷ୍ଟ୍ରପତି

199

ନୂଆଦିଲ୍ଲୀ; ସ୍ୱାଧୀନତା ଦିବସ ୨୦୨୫ ଉପଲକ୍ଷେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରେଳ ପୁଲିସ ବଳ (ଆରପିଏଫ) ଏବଂ ରେଳ ସୁରକ୍ଷା ସ୍ୱତନ୍ତ୍ର ବାହିନୀର ନିମ୍ନଲିଖିତ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ ଏବଂ ପ୍ରଶଂସନୀୟ ସେବା ପଦକ ପ୍ରଦାନ କରିଛନ୍ତି । ଦକ୍ଷିଣ କେନ୍ଦ୍ରୀୟ ରେଳବାଇର ଡିଭିଜନାଲ ସୁରକ୍ଷା କମିଶନର ଜି. ମଧୁସୂଦନ ରାଓ, କେ. ରାଜଗୋପାଳ ରେଡ୍ଡୀ, ସହକାରୀ ସୁରକ୍ଷା କମିଶନର, ଦକ୍ଷିଣ କେନ୍ଦ୍ରୀୟ ରେଳବାଇ, ପଶ୍ଚିମ କେନ୍ଦ୍ରୀୟ ରେଳବାଇର ପ୍ରମୁଖ ସୁରକ୍ଷା ଆୟୁକ୍ତ ତଥା ଆଇଜି ସଞ୍ଜୀବ କୁମାର ଯାଦବ, ରେଳ ସୁରକ୍ଷା ସ୍ୱତନ୍ତ୍ର ବାହିନୀର ଡିଆଇଜି ଶଶି କୁମାର, ଜେଆର ଆରପିଏଫ ଏକାଡେମୀର ଅତିରିକ୍ତ ସୁରକ୍ଷା ଆୟୁକ୍ତ ଅନୁଲ କୁମାର ପାଣ୍ଡେ, ରେଳ ସୁରକ୍ଷା ସ୍ୱତନ୍ତ୍ର ବାହିନୀ ୧୦ ବାଟାଲିୟନର ଅତିରିକ୍ତ କମାଣ୍ଡାଣ୍ଟ ଶ୍ରୀ ବିଜୟ ଶଙ୍କର ସିଂ, ରେଳ ସୁରକ୍ଷା ସ୍ୱତନ୍ତ୍ର ବାହିନୀ ଷଷ୍ଠ ବାଟାଲିୟନର ସୁଭାଷ ଚାନ୍ଦ, ପୂର୍ବତଟ ରେଳବାଇର ଏସଆଇ ଏଲ. ରମନା, ପୂର୍ବତଟ ରେଳବାଇର ଏମ.କେ. ଚନ୍ଦ୍ର ମୋହନ, ରେଳ ସୁରକ୍ଷା ସ୍ୱତନ୍ତ୍ର ବାହିନୀ ସପ୍ତମ ବାଟାଲିୟନର ଏସଆଇ (ଡ୍ରାଇଭର) ଋଷି କୁମାର ଶୁକ୍ଳା, ଉତ୍ତର ରେଳବାଇ ଏସଆଇ ଅନୀଲ କୁମାର, ପୂର୍ବତଟ ରେଳବାଇର ଏଏସଆଇ ଶ୍ୟାମେଳେନ୍ଦୁ ଭୁଷଣ ଚାନ୍ଦ, ରେଳବାଇ ସୁରକ୍ଷା ସ୍ୱତନ୍ତ୍ର ବାହିନୀର ଏଏସଆଇ (ଡ୍ରାଇଭର) କୃଷ୍ଣ କୁମାର, ଜେଜେଆର ଆରପିଏଫ ଏକାଡେମୀର ଏଏସଆଇ ମହେନ୍ଦ୍ର କୁମାର, ଉତ୍ତର ରେଳବାଇ ଏଏସଆଇ ରାଜୀବ କୁମାର ବଶିଷ୍ଠ, ପଶ୍ଚିମ କେନ୍ଦ୍ରୀୟ ରେଳବାଇର ମୁଖ୍ୟ କନେଷ୍ଟବଳ ରାମରାଜ ସିଂ, ପୂର୍ବତଟ ରେଳବାଇର ହେଡ କନେଷ୍ଟବଳ ଅମିତ କୁମାର ମଲ୍ଲିକ।

13 Comments
  1. kamagra buy online en ligne a bon compte

    kamagra pharmacie du canada

  2. buying enclomiphene generic does it work

    buy cheap enclomiphene generic cheapest

  3. how to buy androxal buy san francisco

    rx pharmacy androxal

  4. ordering dutasteride cheap discount

    ordering dutasteride cheap online no prescription

  5. how to order flexeril cyclobenzaprine usa mastercard

    buy cheap flexeril cyclobenzaprine generic now

  6. how to order gabapentin online mastercard accepted

    cheapest buy gabapentin cheap mastercard

  7. buy fildena canada mail order

    buy fildena cod delivery

  8. cheap itraconazole canada shipping

    discount itraconazole generic work

  9. buy cheap avodart generic is it safe

    online order avodart canada suppliers

  10. cheapest buy staxyn new york city

    buy staxyn canada cost

  11. buying xifaxan uk in store

    how to buy xifaxan cheap genuine

  12. how to buy rifaximin generic pharmacy online

    online order rifaximin buy uk no prescription

  13. kamagra bez lékaře rx

    kupte si kamagra žádný skript

Comments are closed, but trackbacks and pingbacks are open.