ନିଲମ୍ବିତ ହେଲେ ଥାନା ଅଧିକାରୀ

204

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅଧିକାରୀ ଦେବାଶିଷ ମହାନ୍ତିଙ୍କୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ନିଲମ୍ବନ ଆଦେଶ ପ୍ରଦାନ କରିଛନ୍ତି। କର୍ତ୍ତବ୍ୟରେ ଅବହେଳା ପାଇଁ ଇନିଷ୍ପେକ୍ଟର ମହାନ୍ତିଙ୍କୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଏହି ଭଳି ଆଦେଶ ଦେଇଛନ୍ତି। ଏହି ନିଲମ୍ବନ ଅବଧୀ ମଧ୍ୟର ସେ ବ୍ରହ୍ମପୁର ଆଇଜି କାର୍ଯ୍ୟାଳୟରେ ଉପସ୍ଥାପନା ଦେବେ ବୋଲି ଜଣାପଡିଛି। ଇନିସ୍ପେକ୍ଟର ମହାନ୍ତି ପୁର୍ବରୁ ବ୍ରହ୍ମପୁର ଟ୍ରାଫିକ ଥାନା, ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଭଳି ବହୁ ଥାନାରେ ଅଧିକାରୀ ଥିଲେ ଓ ଗତ ଫେବୃଆରୀ ମାସରେ ଛତ୍ରପୁର ଥାନାରେ ଯୋଗ ଦେଇଥିଲେ।

Comments are closed, but trackbacks and pingbacks are open.