ପାକିସ୍ତାନ ଓ ପିଓକରେ ପ୍ରବଳ ବର୍ଷା ମୃତ୍ୟୁ ସଂଖ୍ୟା ୧୫୪କୁ ବୃଦ୍ଧି

385

ପାକିସ୍ତାନ: ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବା ଫଳରେ ୧୫୪ ଜଣଙ୍କର ମୃତ୍ୟୁ ହୋଇଛି। ଅନେକ ଲୋକ ଆହତ ହୋଇଥିବା ଅଧିକାରୀମାନେ ଶୁକ୍ରବାର ସୂଚନା ଦେଇଛନ୍ତି। ଅଧିକାଂଶ ମୃତ୍ୟୁ ଖାଇବର ପଖତୁନଖ୍ୱା ପ୍ରଦେଶରେ ଘଟିଥିବା ବେଳେ ବନ୍ୟାରେ ଅନେକ କୋଠା କ୍ଷତିଗ୍ରସ୍ତ ହୋଇଛି। ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ର ଗିଲଗିଟ-ବାଲ୍ଟିସ୍ତାନରେ କାରାକୋରମ୍ ହାଇୱେ ଏବଂ ବାଲ୍ଟିସ୍ତାନ୍ ହାଇୱେ ସମେତ ପ୍ରମୁଖ ରାସ୍ତାଗୁଡ଼ିକ ଅବରୋଧ ହୋଇଛି। ସ୍ଥାନୀୟ ସରକାରୀ ଅଧିକାରୀମାନେ କହିଛନ୍ତି ଯେ ବୁନେର ଜିଲ୍ଲାରେ ମୋଟ ୭୫ ଜଣ, ମାନସେହରାରେ ୧୭ ଜଣ ଏବଂ ଖାଇବର ପଖତୁନଖ୍ୱାର ବାଜୌର ଏବଂ ବାଟାଗ୍ରାମ ଜିଲ୍ଲାରେ ୧୮ ଜଣ ଲେଖାଏ ଲୋକଙ୍କର ମୃତ୍ୟୁ ହୋଇଛି। ଘଟଣା ନେଇ ଶୁକ୍ରୁବାର ପିଟିଆଇକୁ ପ୍ରତିକ୍ରିୟା ଦେଇ ପ୍ରଦେଶ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (PDMA)ର ମୁଖପାତ୍ର ଫୈଜୀ କହିଛନ୍ତି ରାତିରୁ ପ୍ରଦେଶର କିଛି ଅଂଶରେ ବାଦଲ ଫାଟିବା ପରେ ବନ୍ୟା ଆସିବାରୁ ଶିଶୁମାନଙ୍କ ସମେତ ୧୨୫ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଉଦ୍ଧାରକାରୀ ଦଳ ଏବଂ ସ୍ଥାନୀୟ ବାସିନ୍ଦା ମୃତଦେହ ଉଦ୍ଧାର କରିଛନ୍ତି। ଫୈଜି କହିଛନ୍ତି ଯେ ପ୍ରଭାବିତ ଅଞ୍ଚଳରେ ଅନେକ ଲୋକ ଏବେ ବି ନିଖୋଜ ଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି l

14 Comments
  1. MyBlog

    itstitle

    excerptsa

  2. compare price androxal

    ordering androxal uk online pharmacy

    cheap androxal generic uae

  3. online order enclomiphene generic work

    ordering enclomiphene generic does it works

  4. purchase rifaximin generic is it legal

    order rifaximin generic work

  5. cheapest buy xifaxan generic information

    xifaxan non prescription in canada

  6. staxyn generique staxyn

    how to order staxyn purchase in the uk

  7. online order avodart singapore where to buy

    avodart without perscription

  8. sans ordonnance kamagra beau pharmacie pas

    prix générique kamagra

  9. online order flexeril cyclobenzaprine lowest price

    purchase flexeril cyclobenzaprine generic compare

  10. dutasteride 100 mg best price

    get dutasteride generic from india

  11. gabapentin fedex cod

    comprar gabapentin sin receta en usa

  12. get fildena australia purchase

    Buy fildena from usa without a perscription

  13. purchase itraconazole american pharmacy

    buy cheap itraconazole buy singapore

  14. kamagra online konzultace

    obecný kamagra v nz

Comments are closed, but trackbacks and pingbacks are open.