PM KISHAN YOJNA

29

ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ସୋମବାର ଅଗଷ୍ଟ ୯ ତାରିଖ ଦ୍ବିପହର ୧୨.୩୦ମିନିଟ ରେ ଭିଡିଓ କନ୍ଫରେନସିଙ୍ଗ ଜରିଆ ରେ ୯.୭୫ କୋଟି ରୁ ଉର୍ଦ୍ଧ୍ଵ କିଷାନ ପରିବାର ଙ୍କୁ ୧୯,୫୦୦ କୋଟି ରୁ ଅଧିକ ଧନରାଶି ଟ୍ରାନ୍ସଫର କରିଛନ୍ତି I ଏହା କେନ୍ଦ୍ର ସରକାର ଙ୍କ ତରଫ ରୁ ‘MyGovIndia’ ଟୁଇଟର ମାଧ୍ୟମ ରେ ଜଣାଇଦିଆଯାଇଛି I

Leave A Reply

Your email address will not be published.