ଜଳଛତ୍ରରେ କୀଟନାଶକ !! ପାଣି ପିଇ ୩ ଗୁରୁତର

30

ଜଳଛତ୍ରରେ ମାଠିଆ ରେ କୀଟନାଶକ ମିଶା ପାଣି ପିଇ ୩ ଜଣ ଅସୁସ୍ଥ । ପାଣି ରଖାଯାଇଥିବା ମାଟି ହାଣ୍ଡିରେ କେହି ଦୁର୍ବୃତ୍ତ କୀଟନାଶକ ବିଷ ମିଶାଇ ଦେଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଏମଭି ୭୯ ଥାନା ଶିମିଳିବାଞ୍ଛା ପଞ୍ଚାୟତର ଏମ୍‌ଭି ୪୯ ଗାଁରେ। ଏହି କୀଟନାଶକ ମିଶା ପାଣି ୨ ପୁଅ ଓ ଜଣେ ଝିଅ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ମାଲକାନଗିରି ମେଡିକାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ପୋଲିସ ଘଟଣାର ତଦନ୍ତ କରୁଛି।

Comments are closed, but trackbacks and pingbacks are open.