ପରୀ ହତ୍ୟା : ଦୋଷୀକୁ ୨୦ ବର୍ଷ କାରାଦଣ୍ଡାଦେଶ

45

ନୟାଗଡ: ବହୁ ଚର୍ଚ୍ଚିତ ନୟାଗଡ ପରୀ ଦୁଷ୍କର୍ମ ଓ ହତ୍ୟା ମାମଲା । ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଲେ ନୟାଗଡ ଚିଲଡ୍ରେନ୍ସ କୋର୍ଟ । ଏଥିସହ ୬ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ସେପଟେ ସାବାଳକ ହୋଇଥିଲା ଅଭୁଯୁକ୍ତକୁ ମୃତ୍ୟୁଦଣ୍ଡାଦେଶ ହୋଇଥାଆନ୍ତା ବୋଲି କହିଛନ୍ତି ସରକାରୀ ଓକିଲ । ପରୀ ମାମଲାକୁ ନେଇ ୨୦୨୦ ମସିହାରେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ଦୋହଲି ଯାଇଥିଲା ରାଜ୍ୟ ରାଜନୀତି । ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ହାତ ଥିବା ନେଇ ଜୋର୍ ଧରିଥିଲା । ନୟାଗଡ: ବହୁ ଚର୍ଚ୍ଚିତ ନୟାଗଡ ପରୀ ଦୁଷ୍କର୍ମ ଓ ହତ୍ୟା ମାମଲା । ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଲେ ନୟାଗଡ ଚିଲଡ୍ରେନ୍ସ କୋର୍ଟ । ଏଥିସହ ୬ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ସେପଟେ ସାବାଳକ ହୋଇଥିଲା ଅଭୁଯୁକ୍ତକୁ ମୃତ୍ୟୁଦଣ୍ଡାଦେଶ ହୋଇଥାଆନ୍ତା ବୋଲି କହିଛନ୍ତି ସରକାରୀ ଓକିଲ । ପରୀ ମାମଲାକୁ ନେଇ ୨୦୨୦ ମସିହାରେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା । ଦୋହଲି ଯାଇଥିଲା ରାଜ୍ୟ ରାଜନୀତି । ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ହାତ ଥିବା ନେଇ ଜୋର୍ ଧରିଥିଲା ।

Comments are closed, but trackbacks and pingbacks are open.