ରାଜଧାନୀରେ ମା’ପୁଅ ଙ୍କୁ ଗୃହବନ୍ଦୀ : ଘଟଣା ସ୍ଥଳରେ ୧୪୪ ଧାରା ଜାରି

94

ରାଜଧାନୀରେ ଆଜି ଦେଖାଦେଇଥିଲା ଏକ ଅମାନବୀୟ ଘଟଣା ଇ ଭୁବନେଶ୍ୱର ସିଆରପି ସ୍ଥିତ ପ୍ରିୟଦର୍ଶିନୀ ମାର୍କେଟ ପଛପଟେ ଥିବା ଘରେ ଜଣେ ୭୬ବର୍ଷିୟ ବୃଦ୍ଧା ଓ ତାଙ୍କ ପୁଅ ଙ୍କୁ ନିଜ ଘରେ ତାଲା ପକାଇ ରଖାଯାଇଥିଲା I ଏହି ଘଟଣା କ୍ରମେ ଗଣମାଧ୍ୟମରେ ପ୍ରସାରିତ ହେବାପରେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ସେଠାରେ କେତେକ ସ୍ବେଛାସେବୀ ଓ ମହିଳା ସଂଗଠନ ପହଂଚିଥିଲେ I ତେଣୁ ପରିସ୍ଥିତି ଦୃଷ୍ଟିରୁ ସେଠାରେ ଉତ୍ତେଜନା ପ୍ରକାଶ ପାଇବାରୁ,ଅଧିକ ଭିଡ଼ ନ ହେବ ପାଇଁ କମିଶନରେଟ ପୋଲିସ ପକ୍ଷରୁ ସେଠାରେ ୧୪୪ ଧାରା ଜାରି କରା ଯାଇଛି I

Leave A Reply

Your email address will not be published.