ଆମେ ବିରୋଧୀ ନୁହେଁ ଆମେ ଲୋକମାନଙ୍କ ପ୍ରତିନିଧି : ଜୟନାରାୟଣ ମିଶ୍ର

୫ଟି କହିଲା ମାନେ କେଉଁ ଦିଗକୁ ନେଇଯାଉଛନ୍ତି ମୁଁ କିଛି ଜାଣିପାରୁନି । ପ୍ରତ୍ୟେକ ଜାଗାରେ ୫ଟିର ଆବଶ୍ୟକତା ଅଛି । ଏଇ ଯେମିତି ଟ୍ରାନ୍ସଫରଣ୍ଟେ ଟାଇମ ବାଉଣ୍ଡ ପୋଗ୍ରାମ…
Read More...

ଅର୍ଥ ସବ୍‌କମିଟି ବୈଠକରେ ଶ୍ରୀମନ୍ଦିର ପାଇଁ ୩୦୦ କୋଟି ବଜେଟ୍‌

ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅର୍ଥ ସବ କମିଟି ବୈଠକ ବସିଥିଲା। ଏହି ବୈଠକରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଅଟକଳ ସହ ୨୦୨୨-୨୩ ଆର୍ଥିକ ବର୍ଷର ସଂଶୋଧିତ ବିବରଣୀ…
Read More...

ଭାଜପାକୁ ନେଇ ବିଦେଶୀ ଛାନିଆ !

ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ରାଜନୈତିକ ଦଳ ହେଉଛି ଭାଜପା । ଆମେରିକାର ଖବରକାଗଜ ‘ଦ ୱାଲ ଷ୍ଟ୍ରିଟ ଜର୍ଣ୍ଣାଲ’ର ଏକ ଓପିନିୟନ୍ ଆର୍ଟିକିଲ୍‌ରେ ଏହି…
Read More...

କେନ୍ଦ୍ର ସରକାରଙ୍କୁ ଅନୁରୋଧ କଲେ କେଜ୍ରିୱାଲ

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଚିଠିରେ କେଜ୍ରିୱାଲ ଲେଖିଛନ୍ତି, ପ୍ଲିଜ୍ ଦିଲ୍ଲୀ ବଜେଟକୁ ରୋକନ୍ତୁ ନାହିଁ ।…
Read More...

ସ୍ଵତନ୍ତ୍ର ପ୍ରଦକ୍ଷିଣ ଗୃହରେ “ଶିଶୁଙ୍କ ପାଇଁ ଦିନଟିଏ “କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଜି ଭୁବନେଶ୍ଵର ସ୍ଥିତ ସ୍ଵତନ୍ତ୍ର ପ୍ରଦକ୍ଷଣ ଗୃହ(ସର୍କିଟ୍ ହ।ଉସ) ଠ।ରେଦ୍ଦ ଶିଶୁଙ୍କ ପ।ଇଁ ଦିନଟିଏଦ୍ଦ କ।ର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯ।ଇଛି । ଏହି କ।ର୍ଯ୍ୟକ୍ରମରେ…
Read More...

କେନ୍ଦ୍ରମନ୍ତ୍ରୀଙ୍କ ‘ପଖାଳ ଦିବସ’ ପାଳନ

ଓଡ଼ିଆଙ୍କ ପ୍ରିୟ ଓ ପାରମ୍ପରିକ ଖାଦ୍ୟ ପଖାଳକୁ ନେଇ ଆଜି ‘ପଖାଳ ଦିବସ’ ପାଳନ କରାଯାଉଛି। ଏହି ଅବସରରେ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ପଖାଳ ଖାଇ ପଖାଳ ଦିବସ ପାଳନ…
Read More...

ମା ଭଗବତୀ, ମା ମଙ୍ଗଳା ଓ ମା ଉଗ୍ରତାରାଙ୍କ ପୀଠର ମାଷ୍ଟର ପ୍ଲାନ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦିତ

5T ଉପକ୍ରମରେ କାର୍ଯ୍ୟକାରୀ ହେବ ଯୋଜନା ଓଡିଶା ଯୁଗେ ଯୁଗେ ଏକ ପ୍ରମୁଖ ଶକ୍ତି ପୀଠ ଭାବରେ ପ୍ରସିଦ୍ଧ ଲାଭ କରିଛି । ଓଡିଶାର ବିଭିନ୍ନ ଅଞ୍ଚଳରେ ମା ବିଭିନ୍ନ ରୂପରେ…
Read More...

ଏପ୍ରିଲ୬ରୁ ଆରମ୍ଭ ହେବ ଘର ଘର ଚାଲ ଅଭିଯାନ !

ଓବିସିଙ୍କୁ ନ୍ୟାୟ ଓ ନ୍ୟାଯ୍ୟ ଅଧିକାର ପ୍ରଦାନ ଦାବିରେ ବିଜେପି ଓବିସି ମୋର୍ଚ୍ଚା ତରଫରୁ ସର୍ବଦା ଲଢ଼େଇ ଜାରି ରହିଛି । ତେଣୁ ଏପ୍ରିଲ ୬ରେ ବିଜେପି ପ୍ରତିଷ୍ଠା ଦିବସରୁ…
Read More...