ଲମ୍ବା ଯୁଦ୍ଧର ଆହ୍ୱାନ ଦେଲେ ନେତାନ୍ୟାହୁ

ଇସ୍ରାଏଲ ଏବଂ ହମାସ ମଧ୍ୟରେ ଆରମ୍ଭ ଯୁଦ୍ଧକୁ ପ୍ରାୟ 14 ଦିନ ହୋଇଗଲାଣି। ଏପର୍ଯ୍ୟନ୍ତ ଉଭୟ ପାର୍ଶ୍ୱରୁ ଚାଲିଥିବା ଆକ୍ରମଣରେ ପ୍ରାୟ ୫୦୦୦ ଲୋକ ପ୍ରାଣ ହରାଇଛନ୍ତି।…
Read More...

ଜେଲ୍ରୁ ବାହାରିଲେ ନିଠାରୀ ହତ୍ୟାକାଣ୍ଡର ଅଭିଯୁକ୍ତ

ନୂଆଦିଲ୍ଲୀ: ନିଠାରୀ ହତ୍ୟାକାଣ୍ଡର ଅଭିଯୁକ୍ତ ମୋନିନ୍ଦର ସିଂ ପଣ୍ଡେର୍ ଶୁକ୍ରବାର ଜେଲରୁ ମୁକୁଳିଛନ୍ତି। ପଣ୍ଡେର୍ ଗ୍ରେଟର ନୋଏଡାର ଲୁକ୍ସର ଜେଲରେ ଥିଲେ। ଲୁକ୍ସର ଜେଲ…
Read More...

ଶୁଭାରମ୍ଭ ହେଲା ରାପିଡ ଟ୍ରେନ ‘ନମୋ ଭାରତ’

ନୂଆଦିଲ୍ଲୀ: ଦେଶକୁ ମିଳିଲା ପ୍ରଥମ ରାପିଡ ଟ୍ରେନ ‘ନମୋ ଭାରତ’ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗାଜିଆବାଦର ବସୁନ୍ଧରା ସେକ୍ଟର-୮ରେ ନମୋ ଭାରତକୁ ସବୁଜ ପତାକା…
Read More...

ଆଜି ରାଜ୍ୟ କ୍ୟାବିନେଟ୍‌ରେ ୧୬ଟି ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର

ଭୁବନେଶ୍ୱର : ଆଜି ରାଜ୍ୟ କ୍ୟାବିନେଟ ର ୬୫ତମ ବୈଠକରେ ଗୁରୁବାର ଦିନ ୧୬ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ…
Read More...

ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ସ୍ୱାସ୍ଥ୍ୟସେବା ଅନୁଧ୍ୟାନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ପୂଜାରୀ

ଭୁବନେଶ୍ୱର : ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ କୋରାପୁଟ ଓ ମାଲକାନଗିରି ଜିଲ୍ଲା ଗସ୍ତରେ ଯାଇ ଉଭୟ ଜିଲ୍ଲାରେ ସ୍ୱାସ୍ଥ୍ୟସେବା…
Read More...

ଓଡ଼ିଶ। ପରିବ।ର ସହଯେ।ଗରେ ଲ।ଓସ୍‌ରୁ ୩୮ଜଣ ଶ୍ରମିକଙ୍କ ସ୍ୱଦେଶ ପ୍ରତ୍ୟ।ବର୍ତ୍ତନ ପ୍ରକ୍ରିୟ। ଆରମ୍ଭ

ଭୁବନେଶ୍ୱର : ଲାଓସରୁ ଫେରିବେ ୩୮ ଜଣ ନିର୍ଯ୍ୟାତିତ ଶ୍ରମିକ I ସେଠାରେ ଏକ ପ୍ଳାଏଉଡ କମ୍ପାନୀରେ କାମ କରିବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳରୁ ଏହି…
Read More...

ଗ୍ରାମାଞ୍ଚଳରେ ସମସ୍ତଙ୍କ ପାଇଁ ଅମାପ ସୁଯୋଗ ଆଣିବ ‘ଆମ ଓଡିଶା ନବୀନ ଓଡିଶା’ – ମୁଖ୍ୟମନ୍ତ୍ରୀ

ଗାଁ ହେବ ବିକାଶର କେନ୍ଦ୍ର – 5T ସଚିବ ଶ୍ରୀ ପାଣ୍ଡିଆନ୍ ଭୁବନେଶ୍ୱର, ୧୯. ୧୦. ୨୦୨୩: ଓଡ଼ିଶା ଅଲିମ୍ପିକ୍ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ (ଓଭିଇପି)ରେ ଭାଗ…
Read More...