ଆହୁରି ବଢ଼ିବ ତାପମାତ୍ରା; ୪୦ ଡିଗ୍ରୀ ଛୁଇଁପାରେ ପାରଦ

ଭୁବନେଶ୍ବର: ରାଜ୍ୟରେ ବଢ଼ିବ ତାପମାତ୍ରା । ୪୦ ଡିଗ୍ରୀ ଛୁଇଁପାରେ ପାରଦ । ୨ ଦିନ ତାତିରୁ ନାହିଁ ନିସ୍ତାର । ମେଘମୁକ୍ତ ଆକାଶ ସହ ବାୟୁମଣ୍ଡଳରେ ଶୁଷ୍କତା ବୃଦ୍ଧି
Read More...

ଛାତ୍ର କଂଗ୍ରେସର ବିକ୍ଷୋଭ;ରାଜମହଲ ଛକରୁ ନବୀନ ନିବାସ ଘେରାଉ

ଭୁବନେଶ୍ବର: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ । ବେକାରୀ ସମସ୍ୟା, ପ୍ରଶ୍ନପତ୍ର ଲିକ୍ କୁ ନେଇ ଛାତ୍ର କଂଗ୍ରେସର ରଣହୁଙ୍କାର । ରାଜମହଲ ଛକରୁ ନବୀନ ନିବାସ ଘେରାଉ
Read More...

ପଦ୍ମ ସମ୍ମାନିତ କୃତୀ ସନ୍ତାନଙ୍କୁ ମିଳିବ ୨୫ ହଜାର

ଭୁବନେଶ୍ବର: ପଦ୍ମ ସମ୍ମାନରେ ସମ୍ମାନିତ ଓଡିଶାର କୃତୀ ସନ୍ତାନ ମାନଙ୍କୁ ମାସକୁ ଦିଆଯିବ ୨୫ ହଜାର ଟଙ୍କା ସମ୍ମାନ ରାଶି । ଅପ୍ରେଲ ୨୦୨୪ରୁ ଓଡିଶାର କୃତୀ
Read More...

ଫେସବୁକକୁ ପଛରେ ପକାଇଲା ଇଷ୍ଟଗ୍ରାମ

ନୂଆଦିଲ୍ଲୀ: ପୂର୍ବରୁ ଫେସବୁକ୍ କିମ୍ବା ଟିକଟକ୍ ପ୍ରଥମ ସ୍ଥାନରେ ରହୁଥିବା ବେଳେ, ବର୍ତ୍ତମାନ ଇନଷ୍ଟାଗ୍ରାମ ଏହି ଦୁଇଟି ଆପକୁ ପଛରେ ପକାଇ ଏକ ନମ୍ବରରେ ପହଞ୍ଚିଛି ।
Read More...

୩ ଘଣ୍ଟା ଶ୍ରୀଜିଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ: ଆଜି ଫାଲଗୁନ ଶୁକ୍ଲ ଚତୁର୍ଥୀ । ଏହି ଅବସରରେ ଆଜି ପୁରୀ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ରତ୍ନବେଦୀରେ ଚତୁର୍ଦ୍ଧାମୂରତୀଙ୍କ
Read More...

କେନ୍ଦ୍ରମନ୍ତ୍ରୀଙ୍କ ପତ୍ର ପରେ ସମ୍ବଲପୁର ଜାତୀୟ ରାଜପଥ ପ୍ରକଳ୍ପ ପାଇଁ କେନ୍ଦ୍ରର ଅର୍ଥ ମଞ୍ଜୁର

୩୭୪ କୋଟି ଟଙ୍କା ବ୍ୟୟରେ ଅଇଁଠାପାଲିରେ ପ୍ରସ୍ତାବିତ ଫ୍ଲାଏଓଭର ସହ ଏନଏଚ୍-୫୩ରେ ଓଭର ବ୍ରିଜ୍ ପ୍ରକଳ୍ପ ଯାତାୟତକୁ ସୁଗମ କରିବ - ଧର୍ମେନ୍ଦ୍ର ପ୍ରଧାନ • ଗତ ବର୍ଷ
Read More...

କୃଷି କ୍ଷେତ୍ରରେ ଉପୁଜୁଥିବା ସମସ୍ୟାର ଦୀର୍ଘସ୍ଥାୟୀ ସମାଧାନର ଆବଶ୍ୟକତା ରହିଛି: ଓୟୁଏଟି କୁଳପତି

ଭୁବନେଶ୍ୱର, ମାର୍ଚ୍ଚ ୧୨: କୃଷି କ୍ଷେତ୍ରରେ ଉପୁଜୁଥିବା ସମସ୍ୟାକୁ ସାମ୍ନାକୁ ଆଣି ଏହାର ଦୀର୍ଘସ୍ଥାୟୀ ସମାଧାନର ବାଟ ବାହାର କରିବାର ସମୟ ଆସିଛି ବୋଲି ମଙ୍ଗଳବାର
Read More...

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କିମ୍‍ସ କଲରାବାଙ୍କ ଗ୍ରାମାଞ୍ଚଳ ହସ୍‍ପିଟାଲ୍‍ ଓ କଲରାବାଙ୍କ ସ୍ମାର୍ଟ ଗ୍ରାମ ଲୋକାର୍ପଣ

କଲରାବାଙ୍କ,୧୨ ।୩: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କଲରାବାଙ୍କଠାରେ ନବନିର୍ମିତ କିମ୍‍ସ କଲରାବାଙ୍କ ଗ୍ରାମାଞ୍ଚଳ ହସପିଟାଲର ଉଦ୍‍ଘାଟନ କରିବା ସହ କଲରାବାଙ୍କ
Read More...

ବିଶ୍ୱେଶ୍ୱରଙ୍କ ସିଟ୍ ଉପରେ ବିଧାୟକଙ୍କ ନଜର!

ବିଜେପି ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି । ଦଳ ୧୯୫ ସିଟ୍ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ୧୬ ରାଜ୍ୟ
Read More...