ଖନ୍ତାପଡ଼ା ଚିଙ୍ଗୁଡି ପ୍ରୋସେସିଂ ପ୍ଲାଣ୍ଟରେ ଗ୍ୟାସ୍ ଲିକ୍ , ୪୦ରୁ ଅଧିକ ମହିଳା ଶ୍ରମିକ ଗୁରୁତର

29

ବାଲେଶ୍ୱର : ଖନ୍ତାପଡା ରେ ଥିବା ଚିଙ୍ଗୁଡି ପ୍ରୋସେସିଂ ପ୍ଲାଣ୍ଟରେ ଆମୋନିଆ ଗ୍ୟାସ୍ ଲିକ୍ । ପ୍ଲାଣ୍ଟରେ ଗ୍ୟାସ ଲିକ୍ ଯୋଗୁଁ ୪୦ରୁ ଅଧିକ କର୍ମଚାରୀ ଅସୁସ୍ଥ ହୋଇଥିବା ବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଅଧିକ ଗୁରୁତରଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି ।

Comments are closed, but trackbacks and pingbacks are open.