ଅନ୍ୟ ଗଣମାଧ୍ୟମ ମଧ୍ୟ ଏ ସରକାରର ଆକ୍ରୋଶର ଶିକାର ହୋଇଛନ୍ତି:ବୈଜୟନ୍ତ

23

ଭୁବନେଶ୍ୱର: ଗଣମାଧ୍ୟମ ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ନେଇ ବୈଜୟନ୍ତଙ୍‌କ ମନ୍ତବ୍ୟ । ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ପ୍ରତିକ୍ରିୟା । ଅନ୍ୟ ଗଣମାଧ୍ୟମ ମଧ୍ୟ ଏ ସରକାରର ଆକ୍ରୋଶର ଶିକାର ହୋଇଛନ୍ତି ।

ଜଣେ ନେତାଙ୍କୁ ଆଣିଲେ, ତାଙ୍କୁ ପଦପଦବୀ ଦେଇ ମୁଣ୍ଡରେ ବସାଇଲେ । ତାଙ୍କ ନାଁରେ ଆସିଥିବା ଅଭିଯୋଗ କଣ ଜଣାନଥିଲା ଆଗରୁ? ରାଜନୈତିକ ଉଦ୍ଦେଶ୍ୟରେ ଆଗରୁ କିଛି କରୁନଥିଲେ ବା ଏବେ କରୁଛନ୍ତି । ଲୋକ ସବୁ ଜାଣିବା ଉଚିତ୍ ଆଉ ଲୋକଙ୍କ ଆକ୍େରାଶ ଏବେ ଦେଖାଯାଉଛି ।

ଲୋକ ଜାଣିବା ଉଚିତ୍ ଯେ କେଉଁ ପ୍ରକାର ଭ୍ରଷ୍ଟାଚାର ଏଠି ହେଉଛି । କେନ୍ଦୀୟ ଯୋଜନା ଲୁଟ୍ ହେଉଛି ଓ ଭ୍ରଷ୍ଟାଚାର ମଧ୍ୟ ଚାଲିଛି ବୋଲି ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ବୈଜୟନ୍ତ ପଣ୍ଡା ।

Comments are closed, but trackbacks and pingbacks are open.