ଓଡ଼ିଆ ସିନେ ଅଭିନେତା ରାଇମୋହନ ଙ୍କ ଆତ୍ମହତ୍ୟା

35

ଓଡ଼ିଆ ସିନେ ଜଗତ ପାଇଁ ଦୁଖଦଃ ଖବର I ବିଶିଷ୍ଟ ସିନେ କଳାକାର ତଥା ପ୍ରସିଦ୍ଧ ଯାତ୍ରା କଳାକାର ରାଇମୋହନ ପରିଡା ଆତ୍ମହତ୍ୟା କରିଛନ୍ତି I ଭୁବନେଶ୍ୱର ପ୍ରାଚୀ ବିହାର ଘରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି I ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା । ସେପଟେ ରାଇମୋହନ ପରିଡାଙ୍କ ମୃତ୍ୟୁ ପରେ ପୁରା ଓଲିଉଡ ସ୍ତବ୍ଧ ହୋଇଯାଇଛି । ନିଜର ପ୍ରିୟ କଳାକାରଙ୍କୁ ହରାଇ ଓଲିଉଡରେ ଶୋକରେ ଛାୟା ଖେଳି ଯାଇଛି I ତେବେ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ତାହା ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି I

Comments are closed, but trackbacks and pingbacks are open.