ଅନଲାଇନ୍ ଗେମ ହେଲା କାଳ,ନେଲା ନାବାଳକ ଛାତ୍ରର ଜୀବନ…

217

ବାଲେଶ୍ୱର: ଅନଲାଇନ୍ ଗେମ ଖେଳିବାକୁ ବାରଣ କରିବାରୁ ଘଟିଛି ଏକ ଦୁଃଖଦ ଘଟଣା । ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଗୁହାଳିପଦା ଗ୍ରାମରେ ଘଟିଛି ଅଘଟଣ। ଅନଲାଇନ୍ ଗେମ୍ ନେଲା ନାବାଳକ ଛାତ୍ରଙ୍କ ଜୀବନ। ଏହି ଗ୍ରାମର ଅଷ୍ଟମ ଶ୍ରେଣୀର ନାବାଳକ ଛାତ୍ର ସନ୍ତୋଷ କୁମାର ଜେନା(୧୩) ପ୍ରତ୍ୟେକ ଦିନ ବିଦ୍ୟାଳୟରୁ ଫେରିବା ପରେ ଅନଲାଇନ୍ ଗେମରେ ବ୍ୟସ୍ତ ରୁହନ୍ତି। ପରିବାର ଲୋକ ଏନେଇ ବାରମ୍ବାର ପୁଅକୁ ତାଗିଦ୍ କରୁଥିବା ବେଳେ ଲୁଚି ଲୁଚି ସନ୍ତୋଷ ଫ୍ରି ଫାୟାର ଗେମ୍ ଖେଳୁଥିଲେ। ଯାହାକୁ ନେଇ ବିଭିନ୍ନ ସମୟରେ ପରିବାର ମଧ୍ୟରେ ଅଶାନ୍ତି ଲାଗିରହିିଥିଲା। ଏହି ଅନଲାଇନ୍ ଗେମ୍ ନଖେଳିବାକୁ ବାପା ମା ସନ୍ତୋଷକୁ ବାରଣ କରିଥିଲେ। ପରେ ସନ୍ତୋଷ ନିଜ ଘରର ବାଥ୍ ରୁମ୍ ରେ ଏକ ଗାମୁଛାରେ ଫାଶୀ ଲଗାଇଥିଲେ। ପରିବାର ଲୋକେ ବହୁ ଖୋଜା ଖୋଜି କରି ସନ୍ତୋଷର ଝୁଲନ୍ତା ମୃତଦେହ ବାଥ୍ ରୁମ୍ ରୁ ଦେଖିବାକୁ ପାଇଥିଲେ। ଏହି ଖବର ବ୍ୟାପିବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଖବର ପାଇ ସିଂଲା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ବସ୍ତା ଡାକ୍ତରଖାନାକୁ ପଠାଇଥିଲେ। ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାଯାଇଛି।

13 Comments
  1. acheter uk kamagra pas cher

    pas cher kamagra sans ordonnance

  2. buy cheap enclomiphene cheap fast shipping

    how to order enclomiphene uk no prescription

  3. purchase androxal buy online usa

    order androxal cheap no membership fees no prescription

  4. cheapest buy dutasteride american express canada

    donde comprar dutasteride en mar del plata

  5. buy flexeril cyclobenzaprine cost usa

    buying flexeril cyclobenzaprine american pharmacy

  6. buy generic gabapentin canada

    gabapentin without a prescription

  7. no script fildena

    order fildena australia pharmacy

    online order fildena buy adelaide

  8. staxyn without a perscriptions

    how to order staxyn cheap generic uk

  9. purchase itraconazole purchase in the uk

    purchase itraconazole cheap to buy online

  10. ordering avodart cheap canadian pharmacy

    get avodart canada how to buy

  11. online order rifaximin usa online pharmacy

    buy cheap rifaximin purchase usa

  12. over the counter xifaxan

    ordering xifaxan uk suppliers

  13. koupit kamagra medikační kód

    kamagra online konzultace s lékařem online

Comments are closed, but trackbacks and pingbacks are open.