ଗୋଟିଏ ଦିନରେ କୋଟିଏ ଟିକା

26

ମଙ୍ଗଳବାର ଗୋଟିଏ ଦିନରେ ଟିକାକରଣର ସମସ୍ତ ରେକର୍ଡକୁ ଟପି ଯାଇଛି । ଦିନକରେ ପ୍ରାୟ ୧ କୋଟି ୩୦ ଲକ୍ଷ ୮୨ ହଜାରରୁ ଅଧିକ ଟିକା ଦିଆଯାଇଛି । ମଙ୍ଗଳବାର ସାରା ଦେଶର ୭୬ ହଜାର ୯୬୪ ଟିକାଦାନ କେନ୍ଦ୍ରରେ ଲୋକଙ୍କୁ କୋଟିଏରୁ ଅଧିକ ଟିକା କରଣ କରାଯାଇଛି । ଏହା ବର୍ତମାନ ସୁଦ୍ଧା ଗୋଟିଏ ଦିନରେ ହୋଇଥିବା ସର୍ବାଧିକ ଟିକାକରଣ । ଏହି ଗୋଟିଏ ଦିନରେ ଟିକାକରଣର ସମସ୍ତ ରେକର୍ଡକୁ ଟପି ଯାଇଛି । ଦିନକରେ ପ୍ରାୟ ୧ କୋଟି ୩୦ ଲକ୍ଷ ୮୨ ହଜାରରୁ ଅଧିକ ଟିକା ଦିଆଯାଇଛି । ମଙ୍ଗଳବାର ସାରା ଦେଶର ୭୬ ହଜାର ୯୬୪ ଟିକାଦାନ କେନ୍ଦ୍ରରେ ଲୋକଙ୍କୁ କୋଟିଏରୁ ଅଧିକ ଟିକା କରଣ କରାଯାଇଛି । ଏହା ବର୍ତମାନ ସୁଦ୍ଧା ଗୋଟିଏ ଦିନରେ ହୋଇଥିବା ସର୍ବାଧିକ ଟିକାକରଣ ।ଏହି ଟୀକାକରଣ ଦ୍ୱାରା ବର୍ତମାନ ସୁଦ୍ଧା ଦେଶରେ ୬୫ କୋଟି ୨୬ ଲକ୍ଷ ଡୋଜ ଟିକାକରଣ କରାଯାଇଛି । ସେମାନଙ୍କ ମଧ୍ୟରୁ ପ୍ରଥମ ଡୋଜ ନେଇଛନ୍ତି ୫୦ କୋଟି ୩୧ ଲକ୍ଷରୁ ଅଧିକ ଏବଂ ୧୪କୋଟି ୯୪ ଲକ୍ଷରୁ ଅଧିକ ଟିକା ଦୁଇଟି ଡୋଜ ନେଇସାରିଛନ୍ତି । ଆସନ୍ତା ଡିସେମ୍ବର ମାସ ସୁଦ୍ଧା ଦେଶରେ ୨ୟ ଡୋଜ ନେବାକୁ ଥିବା ଟୀକାକରଣ କୁ ସମ୍ପୂର୍ଣ୍ଣ କରାଯିବ ର ଲକ୍ଷ ଧାର୍ଯ୍ୟ ହୋଇଛି I

Leave A Reply

Your email address will not be published.