ନୂଆ ବର୍ଷ ରୁ ନୂଆ ଡିଜିପି : ସୁନୀଲ ବଂଶଲ

14

ନୂଆ ବର୍ଷ ରୁ ଓଡିଶା ପାଇବ ନୂଆ ଡିଜିପି ଆଇପିଏସ ସୁନୀଲ ବଂଶଲ । ସୁନୀଲ ବଂଶଲ ହେଲେ ରାଜ୍ୟ ପୋଲିସର ନୂଆ ମୁଖିଆ । ସୁନୀଲ ବଂଶଲଙ୍କ ନାଁ ଉପରେ ମୋହର ମାରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆ ବର୍ଷରୁ ଦାୟିତ୍ୱ ନେବେ ନୂଆ ଡିଜିପି । ୧୯୮୭ ବ୍ୟାଚର ବରିଷ୍ଠ ଆଇପିଏସ ହେଉଛନ୍ତି ସୁନୀଲ ବଂଶଲ । ବର୍ତ୍ତମାନ ସେ ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ନିର୍ଦ୍ଦେଶ ଭାବେ କାମ କରୁଛନ୍ତି ।

Leave A Reply

Your email address will not be published.