ନବୀନ ପୁଣି ନମ୍ବର ୧

28

ଅଦ୍ୱିତୀୟ ନବୀନ। ଓଡ଼ିଶାରେ ନାହିଁ ନବୀନଙ୍କ ବିକଳ୍ପ। ନବୀନ ପୁଣି ଥରେ ନମ୍ବର ୧ । ସି ଭୋଟର ଏବଂ ଇଣ୍ଡିଆ ଟୁଡେ ହୋଇଥିବା ମୁଡ଼ ଅଫ ଦ ନେସନ ସର୍ଭେରେ ନବୀନ ହୋଇଛନ୍ତି ଲୋକପ୍ରିୟ ମୁଖ୍ୟମନ୍ତ୍ରୀ। ଦେଶର ଅନ୍ୟ ମୁଖ୍ୟମନ୍ତ୍ରୀ ମାନଙ୍କୁ ଢେର ପଛରେ ପକେଇ ଲୋକପ୍ରିୟତାରେ ନବୀନ ହୋଇଛନ୍ତି ଦେଶର ଅଦ୍ୱିତୀୟ ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀ।

ଇଣ୍ଡିଆ ଟୁଡ଼େ ମାଗାଜିନ ମୁଡ଼ ଅଫ ଦ ନେସନ ସର୍ଭେରେ ନବୀନ ୭୩.୨% ରେଟିଙ୍ଗ ପାଇ ଏକ ନମ୍ବର ହୋଇଛନ୍ତି ତାଙ୍କ ପଛକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ୬୯.୨%ପାଇଛନ୍ତି, ତୃତୀୟରେ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ୬୮.୩% ପାଇଛନ୍ତି।

ଇଣ୍ଡିଆ ଟୁଡ଼େ ରିପୋର୍ଟ ହିଁ କହି ଦେଉଛି ଓଡ଼ିଶାରେ ନବୀନ ଙ୍କ ବିକଳ୍ପ ନାହିଁ। ବିରୋଧୀ ନବୀନଙ୍କ ବିରୋଧରେ ଯେତେ ପ୍ରଚାର କଲେ ବି ନବୀନଙ୍କ ଲୋକପ୍ରିୟତା ଆଗରେ ସବୁ ଫେଲ। ସେଠି ପାଇଁ ତ ଓଡ଼ିଶାରେ ନବୀନ ବିକଳ୍ପ ନାହିଁ।

Comments are closed, but trackbacks and pingbacks are open.