ହକି ବିଶ୍ୱକପ୍‌ର ପ୍ରଥମ ଟିକେଟ କିଣିଲେ ନବୀନ

28

ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୧୩ରୁ ଓଡ଼ିଶାରେ ଅନୁଷ୍ଠିତ ହେବାକୁ ଥିବା ହକି ବିଶ୍ୱକପର ପ୍ରଥମ ଟିକେଟ କିଣି ପ୍ରଥମ ଦର୍ଶକ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ସେ ବେଶ ଖୁସି ବୋଲି ମତ ରଖିଛନ୍ତି । ବୁଧବାର ହକି ଇଣ୍ଡିଆ ଅଧ୍ୟକ୍ଷ ଦିଲ୍ଲୀପ ତିର୍କି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ହକି ବିଶ୍ୱକପର ପ୍ରଥମ ଟିକେଟ ଦେଇଛନ୍ତି ।

Comments are closed, but trackbacks and pingbacks are open.