ନୂଆଦିଲ୍ଲୀ: ଉଭୟ ଭାରତ ଏବଂ ପାକିସ୍ତାନ ସୋମବାର ଠାରୁ ଆରବ ସାଗରରର ନିଜ ନିଜ କ୍ଷେତ୍ରରେ ଅଲଗା ଅଲଗା ନୌସମରାଭ୍ୟାସ ଆରମ୍ଭ କରିଛନ୍ତି। ଗୋଟିଏ ସମୟରେ ଓ ଗୋଟିଏ ସ୍ଥାନରେ ଦୁଇ ବିରୋଧୀ ଶକ୍ତିର ନୌସମରାଭ୍ୟାସକୁ ନେଇ ସମଗ୍ର ବିଶ୍ୱ ସତର୍କ ହୋଇଉଠିଛି। ସମରାଭ୍ୟାସ ଲାଗି ଉଭୟ ଦେଶ ନିଜ ନିଜ ନୌସେନାକୁ ନୋଟିସ୍ ଟୁ ଏୟାରମ୍ୟାନ (ନୋଟାମ୍) ଜାରି କରିଛନ୍ତି। ସମରାଭ୍ୟାସ ହେବାକୁ ଥିବା ଅଞ୍ଚଳରେ ଆକାଶ ମାର୍ଗରେ ବିମାନ ଚଳାଚଳ ବନ୍ଦ କରିବା ଲାଗି ଏୟାରଟ୍ରାଫିକ୍ କଣ୍ଟ୍ରୋଲ୍ (ଏଟିସି)କୁ ନୋଟାମ ଜାରି କରାଯାଇଛି। “ଭାରତୀୟ ନୌସେନା କ୍ରମାଗତ ୨ ଦିନ ଧରି (ସୋମବାର ଏବଂ ମଙ୍ଗଳବାର) ଗୁଜରାଟର ପୋରବନ୍ଦର ଓ ଓଖା ଉପକୂଳରେ ଅଭ୍ୟାସ କରିବ। ସେହିପରି ପାକିସ୍ତାନ ନୌସେନା ମଧ୍ୟ ନିଜ ଜଳସୀମାରେ ନିଜ ସମରାଭ୍ୟାସ କରିବ। ଅପରେସନ୍ ସିନ୍ଦୂର’ ପରେ ଭାରତ ଏବଂ ପାକିସ୍ତାନ ଗୋଟିଏ ସମୟରେ ସମରାଭ୍ୟାସ କରିବାକୁ ଯାଉଥିବାରୁ ଏହାକୁ ନେଇ ଉଭୟ ଦେଶର ଅନ୍ୟ ସେନାବାହିନୀଗୁଡ଼ିକ ମଧ୍ୟ ସତର୍କ ରହିଛନ୍ତି। ଅନ୍ୟପକ୍ଷେ ଏହି ସମରାଭ୍ୟାସ ଦୁଇ ଦେଶ ମଧ୍ୟରେ ରଣନୈତିକ ଶକ୍ତି ପ୍ରଦର୍ଶନର ଏକ ଅଂଶ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଉଭୟ ନୌସେନା ନିଜ ନିଜର ସାମର୍ଥ୍ୟ ପ୍ରଦର୍ଶନ କରିବା ସହ ସାମୁଦ୍ରିକ ସୀମାରେ ସତର୍କତା ବଜାୟ ରଖିଛନ୍ତି।
online order enclomiphene australia over the counter
buy enclomiphene purchase online from canada
pas cher kamagra sans ordonnance livraison le lendemain
je veux commander kamagra sans ordonnance
No r x needed for purchasing androxal
Generic androxal
purchase flexeril cyclobenzaprine generic for sale
buy cheap flexeril cyclobenzaprine cheap europe
purchase dutasteride uk in store
ordering dutasteride price for prescription
how to buy gabapentin usa buy online
discount gabapentin price singapore
get fildena uk london
cheap fildena usa generic
purchase itraconazole generic when available
buying itraconazole generic effectiveness
cheap staxyn low cost
generic staxyn usa
get avodart using mastercard
avodart no prescription overnight cod delivery
get rifaximin price canada
how to order rifaximin buy online uk
how to order xifaxan without prescriptions canada
buy cheap xifaxan cheap where
ne obecný kamagra bez lékařského předpisu
koupit kamagra přes noc