ଜାତୀୟ ସ୍ତରୀୟ ଏମ୍ବ୍ରଡରି ପ୍ରତିଯୋଗିତା ” ସୁଈ ଧାଗା” ବିଜୟୀ ଘୋଷିତ ହେଲେ KSFT ଅଧ୍ୟାପିକା ଶ୍ରୀମତୀ ଇତିଶ୍ରୀ ସାହୁ

25

କିଟ ସ୍କୁଲ ଅଫ ଫ୍ୟାସନ ଟେକ୍ନୋଲୋଜିରେ ଅଧ୍ୟାପକ ଭାବେ କାର୍ଯ୍ୟରତ ଶ୍ରୀମତୀ ଇତିଶ୍ରୀ ସାହୁ ଜାତୀୟ ସ୍ତରୀୟ ଏମ୍ବ୍ରଡରି ପ୍ରତିଯୋଗିତା ” ସୁଈ ଧାଗା” ବିଜୟୀ ଘୋଷିତ ହୋଇଛନ୍ତି । ଏହି ପ୍ରତିଯୋଗିତା “ପାରୁଲ ଇନଷ୍ଟିଚ୍ୟୁଟ ଅଫ ଡ଼ିଜାଇନ ତରଫରୁ ଆୟୋଜନ କରାଯାଇଥିଲା । “ନାକସି କନ୍ଥା” ବ୍ୟବହାର କରି ଅତି ଉତ୍କୃଷ୍ଟ ମାନର ଏମ୍ବ୍ରଡରି କରୁଥିବାରୁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ଏହା ଦୀର୍ଘ ବର୍ଷର ବେଙ୍ଗଲୀ କଳା କାରିଗରୀ ହୋଇଥିବା ବେଳେ ଏହାର ମୂଳ ପୃଷ୍ଠଭୂମି ହେଉଛି ବାଂଲାଦେଶ । ଏହା ବ୍ୟତୀତ ପଶ୍ଚିମ ବଙ୍ଗ, ତ୍ରିପୁରା ତଥା ଆସାମର କିଛି ଅଞ୍ଚଳରେ ଏହି କଳା କାରିଗରୀ ଦେଖାଯାଏ

Comments are closed, but trackbacks and pingbacks are open.