ମା’,ଝିଅଙ୍କ ବେକ କାଟିଲେ ଦୁର୍ବୃତ୍ତ

1,603

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପକଣ୍ଠ ନିମଖଣ୍ଡି ଥାନା ଲୋଚାପଡ଼ା ଶକ୍ତି ନଗର ଅଞ୍ଚଳରେ ଥିବା ଶ୍ରୀମା ନଗର ୨ୟ ଲାଇନ୍‌ରେ ଥିବା ଏକ ଭଡ଼ାଘରେ ରହୁଥିବା ମା’ ଓ ଝିଅଙ୍କ ବେକ କାଟିଲେ ଦୁର୍ବୃତ୍ତ। ତେବେ ଏହି ଘଟଣାରେ ମା’ଙ୍କ ମୃତ୍ୟୁ ହୋଇଥିବାବେଳେ ଝିଅ ଗୁରୁତର ଥିବା ଜଣାଯାଇଛି। ଆଜି ପୂର୍ବାହ୍ନରେ ମା’ ଏବଂ ଝିଅଙ୍କ ରକ୍ତ ଜୁଡୁବୁଡୁ ଶରୀରକୁ ପୁଲିସ୍ ଉଦ୍ଧାର କରି ବଡ ମେଡ଼ିକାଲକୁ ପଠାଇଥିବା ବେଳେ ସେଠାରେ ମା’ଙ୍କ ମୃତ୍ୟୁ ଘଟିଥିଲା। ଝିଅକୁ ଅଧିକ ଚିକିତ୍ସା ନିମନ୍ତେ ଭୁନେଶ୍ୱର ସ୍ଥାନାନ୍ତର କରାଯାଇଛି। ମୃତ ମହିଳା ଜଣକ ବରଗଡ ମାଣିକପୁର ଗ୍ରାମର ଗାୟତ୍ରୀ ସ୍ୱାଇଁ(୩୦) ବୋଲି ଜଣାପଡ଼ିଛି। ମୃତ ଗାୟତ୍ରୀ ଏବଂ ତାଙ୍କ ଝିଅ ନିଲମ୍ ସ୍ୱାଇଁ (୧୨) ଉଭୟ ବ୍ରହ୍ମପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୀର୍ଘ ୧୦ବର୍ଷ ଧରି ଭଡ଼ାଟିଆ ଭାବେ ରହି ଆସୁଛନ୍ତି। ସ୍ୱାମୀ ଭୁବନେଶ୍ୱରରେ ଏକ ଘରୋଇ କମ୍ପାନୀରେ କାମ କରୁଥିବା ପୁୂଲିସ କହିଛି । ଗାୟତ୍ରୀ ପ୍ରାୟ ୧୦ ଦିନ ହେବ ଶ୍ରୀମା ନଗରରେ ଭଡ଼ାର ରହୁଥିବା ବେଳେ ରବିବାର ରାତିରେ କୌଣସି ଅଜଣା ଦୁର୍ବୃତ୍ତ ଘରେ ପଶି ଉଭୟଙ୍କ ବେକକୁ କୌଣସି ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଘରର ବାହାର ପାର୍ଶ୍ୱରେ ତାଲା ଝୁଲାଇ ଚମ୍ପଟ ମାରିଥିଲା। ଘର ମାଲିକ ଆସି ସ୍ଥାନୀୟ ଲୋକ ଏବଂ ତାଙ୍କ ଭାଇଙ୍କ ସହାୟତାରେ ଘରର କବାଟ ଭାଙ୍ଗି ଦେଖିବା ବେଳକୁ ନିଲମ ଛଟପଟ ହେଉଥିଲେ। ପରେ ଉଭୟ ମା’ ଓ ଝିଅଙ୍କୁ ଉଦ୍ଧାର କରି ବଡ ମେଡିକାଲକୁ ନେଇଥିଲେ। ମେଡିକାଲରେ ଗାୟତ୍ରୀଙ୍କ ମୃତ୍ୟୁ ଘଟିଥିଲା। ମୃତ ମହିଳାଙ୍କ ଭାଇ ଏନେଇ ନିମଖଣ୍ଡି ଥାନାରେ ଏତଲା ଦେବା ପରେ ମୃତଦେହ ବ୍ୟବଚ୍ଛେଦ ପାଇଁ ପୁଲିସ୍ ପଠାଇଛି। ମୃତକଙ୍କ ନିଜ ଗାଁ ବଡଗଡ ମାଣିକପୁର ହୋଇଥିବା ବେଳେ ପୂର୍ବରୁ ସେ ବଡ ବଜାର ରଘୁନାଥ ନଗରରେ ବସବାସ କରୁଥିଲେ। ସେ ପୂର୍ବରୁ ନିଖୋଜ ଥିବା ନେଇ ବଡ ବଜାର ଥାନାରେ ରିପୋର୍ଟ ହୋଇଥିବା ବ୍ରହ୍ମପୁର ଏସ୍‌ପି ଶ୍ରବଣ ବିବେକ ଏମ୍ ସୂଚନା ଦେଇଥିବା ବେଳେ ଏପରି କାଣ୍ଡ ଘଟାଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ବ୍ୟକ୍ତି ଜଣକ ତାଙ୍କ ସମ୍ପର୍କୀୟ ହୋଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରିଛି । ଘର ମାଲିକ ଉପର ଘରେ ରହୁଥିବା ବେଳେ ମୃତ ମହିଳା ଗାୟତ୍ରୀ ତଳ ଘରେ ରହୁଥିଲେ ବୋଲି ଥାନା ଅଧିକାରୀ କୃଷ୍ଣ ସାହା କହିଛନ୍ତି।

13 Comments
  1. buying androxal generic order

    buying androxal no prescription overnight delivery

  2. buy enclomiphene generic next day delivery

    ordering enclomiphene usa discount

  3. ordering rifaximin usa online pharmacy

    how to order rifaximin uk how to get

  4. buying xifaxan cheap now

    buying xifaxan uk in store

  5. buy staxyn from a usa pharmacy without a prescription

    buy cheap staxyn generic no prescription

  6. how to buy avodart using mastercard

    cheapest buy avodart cost usa

  7. does generic dutasteride exist

    buy dutasteride generic online usa

  8. flexeril cyclobenzaprine 25 mg price

    how to buy flexeril cyclobenzaprine generic extended release

  9. cheap gabapentin american pharmacy

    purchase gabapentin generic brand

  10. cheapest buy fildena purchase in canada

    buy cheap fildena generic now

  11. ordering itraconazole buy dallas

    get itraconazole canada mail order

  12. kamagra cenové fórum

    porovnejte ceny generické kamagra online bez lékařského předpisu

  13. sans ordonnance kamagra en ligne a bon compte acheter generique

    kamagra ordonnances en ligne sans abonnement

Comments are closed, but trackbacks and pingbacks are open.