ଅଗଷ୍ଟ ୧୩ ତାରିଖରେ ଓଡିଶା ଆସିବେ ମୋହନ ଭଗତ

186

ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡ.ମୋହନ ଭଗତ ୩ ଦିନିଆ ଓଡିଶା ଗସ୍ତରେ ଆସିବେ। ସୂଚନାଅନୁଯାୟୀ ଅଗଷ୍ଟ ୧୩ ତାରିଖ ଦିନ ସଂଧ୍ୟାରେ ଭୁବନେଶ୍ୱରରେ ପହଁଚିବେ । ସେ ତିନି ଦିନିଆ ଓଡିଶା ପ୍ରବାସ ସାରି ଅଗଷ୍ଟ ୧୫ ତାରିଖ ଦିନ ଓଡିଶାରୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ସଂଘର ଓଡିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ପ୍ରଚାର ପ୍ରମୁଖ ସୁମନ୍ତ କୁମାର ପଣ୍ଡା ପ୍ରକାଶ କରିଛନ୍ତି । ସୁମନ୍ତ କୁମାର ପଣ୍ଡା କହିଛନ୍ତି ଯେ, ଡ. ଭଗତ ଶ୍ରୀ ଗୌଡୀୟ ମିଶନ ନିମନ୍ତ୍ରଣ କ୍ରମେ ଓଡିଶା ଆସୁଛନ୍ତି । ସେ ୧୩ ତାରିଖ ଦିନ ଭୁବନେଶ୍ଵରରେ ପହଁଞ୍ଚିବା ପରେ ଉତ୍କଳ ବିପନ୍ନ ସହାୟତା ସମିତିରେ ଅବସ୍ଥାନ କରିବେ । ୧୪ ତାରିଖ ଦିନ କଟକସ୍ଥିତ ଜବାହାରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଗୌଡୀୟ ବୈଷ୍ଣବ ସମ୍ମିଳନୀରେ ମୁଖ୍ୟ ଅତିଥିରୂପେ ଯୋଗ ଦେଇ ଉଦ୍‌ବୋଧନ ଦେବେ । ସେହି ଦିନ ସଂଧ୍ୟାରେ ପୁରୀ ଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ କରିବେ ଓ ଗୋବଦ୍ଧନ ପୀଠର ପୂଜ୍ୟ ଶଙ୍କରାଚାର୍ଯ୍ୟ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ଵତୀଙ୍କୁ ଭେଟକରି ଭୁବନେଶ୍ଵର ଫେରି ଆସିବେ । ଏହାପରେ ୧୫ ତାରିଖ ଦିନ ଡ.ଭଗତ ଓଡିଶାରୁ ପ୍ରତ୍ୟାବର୍ତ୍ତନ କରିବେ ।

13 Comments
  1. mail order androxal

    purchase androxal generic medications

  2. how to order enclomiphene uk how to get

    cheapest buy enclomiphene overnight no rx

  3. cheap rifaximin generic health

    buy cheap rifaximin purchase in the uk

  4. discount xifaxan canada with no prescription

    cheap xifaxan lowest cost pharmacy

  5. buying staxyn purchase no prescription

    how to buy staxyn buy hong kong

  6. get avodart australia to buy

    ordering avodart usa pharmacy

  7. purchase dutasteride lowest cost pharmacy

    cheapest buy dutasteride buy japan

  8. purchase flexeril cyclobenzaprine generic in canada

    get flexeril cyclobenzaprine generic real

  9. get gabapentin canada fast shipping

    gabapentin no s consult

  10. comprar kamagra en ligne

    marque kamagra en ligne

  11. buying fildena usa suppliers

    vente fildena

  12. order itraconazole buy in australia

    buying itraconazole generic online pharmacy

  13. značka kamagra

    je kamagra přes přepážku v kanadě

    obecné kamagra online nejlepší

Comments are closed, but trackbacks and pingbacks are open.