ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ: ଆହୁରି ୩ ଦିନ ଯାଏଁ ହେବ କାଳବୈଶାଖୀ

962

ଭୁବନେଶ୍ଵର: ଉପକୂଳ ଓଡ଼ିଶାରେ ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ ସାଧାରଣ ଜୀବନଯାତ୍ରାକୁ ଅସ୍ତବ୍ୟସ୍ତ କରି ଦେଇଛି। ଅନ୍ୟପକ୍ଷରେ ରାଜ୍ୟର କେତେକାଞ୍ଚଳରେ କାଳବୈଶାଖୀ ଜାରି ରହିଛି। ଏହି କାଳବୈଶାଖୀ ଆହୁରି ୩ ଦିନ ଯାଏ ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Comments are closed, but trackbacks and pingbacks are open.