୩ ଦିନ ପରେ ବୁଧ ଗ୍ରହ ହେଉଛନ୍ତି ଅସ୍ତ ଏହି ୪ ଟି ରାଶି ରେ ହେବ ଧନ ବର୍ଷା

20

ଜ୍ୟୋତିଷ ଶାସ୍ତ୍ରରେ କେବଳ ଗ୍ରହମାନଙ୍କର ରାଶିର ପରିବର୍ତ୍ତନ ନୁହେଁ, ବରଂ ସେମାନଙ୍କର ସ୍ଥିତିର ପ୍ରତ୍ୟେକ ଛୋଟ ବଡ଼ ପରିବର୍ତ୍ତନ ମଧ୍ୟ ରାଶି ମାନଙ୍କ ଉପରେ ବଡ଼ ପ୍ରଭାବ ପକାଇଥାଏ I ମାନ୍ୟତା ଅନୁସାରେ କୌଣସି ଗ୍ରହ ଙ୍କର ଅସ୍ତ ହେବା ଶୁଭ ବୋଲି ଧରାଯାଇ ନ ଥାଏ ,କିନ୍ତୁ ବେଳେ ବେଳେ କୌଣସି ଗ୍ରହର ଅସ୍ତ ଏବଂ ଗୋଚର ହେବ ଦ୍ୱାରା ଅନେକ ରାଶି ର ବ୍ୟକ୍ତି ଙ୍କ ପାଇଁ ଲାଭ ଦାୟକ ହୋଇଥାଏ I ସେହିଭଳି ବୁଧ ଗ୍ରହ ହେଉଛନ୍ତି , ଧନ, ବୁଦ୍ଧି, ତର୍କ, ବ୍ୟବସାୟ ବୃଦ୍ଧି ର କାରକ ଗ୍ରହ I ବୁଧ ଗ୍ରହ ଏହି ମାସ ୧୮ ମାର୍ଚ୍ଚ ରେ ଅସ୍ତ ହେବାକୁ ଯାଉଛନ୍ତି I ଏହା ଙ୍କ ଶୁଭ ପ୍ରଭାବ ଏହି ୪ ଟି ରାଶି ଉପରେ ପଡୁଛି ଆସନ୍ତୁ ଜାଣିବା :
ମେଷ : ସମାଜ ରେ ମାନ ସମ୍ମାନ ବଢିବ I ଅର୍ଥ ଲାଭ ଯୋଗ ରହିଛି Iକାର୍ଯ୍ୟରେ ସଫଳତା ପାଇବେ I ଚାକିରୀ ଆଶାୟୀ ଏବଂ ବ୍ୟବସାୟୀ ଙ୍କ ପାଇଁ ସମୟ ଉତ୍ତମ ରହିବ I ଆର୍ଥିକ ଲାଭ ହେବ I

ମିଥୁନ :ଚାକିରୀରେ ପଦୋନ୍ନତି ,ପାରିବାରିକ ସମ୍ପର୍କ ରେ ସୁଧାର ରହିବ , ମାନ ସମ୍ମାନ ବୃଦ୍ଧି ସହିତ ପ୍ରଚୁର ଅର୍ଥ ଲାଭ ହେବ I

ମକର : ଭାଗ୍ୟ ଉଜ୍ଜ୍ୱଳ ହେବ I ଦାମ୍ପତ୍ୟ ଜୀବନ ସୁଖମୟ ହେବ I ଆର୍ଥିକ ଲାଭ ଯୋଗ ରହିଛି I ଅର୍ଥ ବିନିଯୋଗ ପାଇଁ ଏହା ଏକ ଭଲ ସମୟ I

ମୀନ : ମୀନ ରାଶି ର ବ୍ୟକ୍ତି ଙ୍କ କ୍ୟାରିୟରରେ ଅଗ୍ରଗତି ହେବ I ଚାକିରିଆ ମାନେ ପଦୋନ୍ନତି ପାଇବେ, ବ୍ୟବସାୟୀମାନେ ନୂତନ କାର୍ଯ୍ୟ ଆରମ୍ଭ କରିବେ I ଅର୍ଥନୈତିକ ସ୍ୱଚ୍ଛଳତା ରହିବ I

Comments are closed, but trackbacks and pingbacks are open.