ରାଜଧାନୀ ରେ ବିଭତ୍ସ ହତ୍ୟାକାଣ୍ଡ

27

ରାଜଧାନୀ ଉପକଣ୍ଠ ମଞ୍ଚେଶ୍ୱର ମୁଣ୍ଡା ସାହିରେ ଘଟିଯାଇଛି ବିଭତ୍ସ ହତ୍ୟାକାଣ୍ଡ I ପଳାଶୁଣି ଅଂଚଳର ଜଣେ ଶ୍ରମିକ ଙ୍କୁ ଇଟା ରେ ଛେଚି ହତ୍ୟା କରି ଇଟା ଗଦାରେ ପୋତି ଦେଇଥିଲେ ଦୂର୍ବୃତ୍ତ I ତେବେ ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ମୃତ ଯୁବକ ଜଣଙ୍କ ହେଉଛନ୍ତି ମୁକେଶ ଚୌଧୁରୀ । ଗତକାଲି ରାତିରେ କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିଥିବା ଅନୁମାନ । ଘଟଣା ସ୍ଥଳରେ ମଞ୍ଚେଶ୍ୱର ପୋଲିସ ପହଂଚି ତଦନ୍ତ କରୁଛି ।

Comments are closed, but trackbacks and pingbacks are open.