ନାୟବ ସରପଞ୍ଚଙ୍କ ଗଳାକାଟିଲେ ମାଓବାଦୀ

1,402

ଛତିଶଗଡ଼଼: ମାଓବାଦୀମାନେ ଛତିଶଗଡ଼଼ ସୁକୁମା ଜିଲାରେ ନାୟବ ସରପଞ୍ଚଙ୍କୁ ଅତି ନିର୍ମମ ଭାବେ ଗଳାକାଟି ହତ୍ୟା କରିଛନ୍ତି। ସେମାନେ ପୁଲିସ ଇନଫର୍ମର ସନ୍ଦେହରେ ନାୟବ ସରପଞ୍ଚଙ୍କୁ ହତ୍ୟା କରିଥିବା ପ୍ରକାଶ କରିଛନ୍ତି। ନାୟବ ସରପଞ୍ଚ ମୁଚାକି ରାମାଙ୍କୁ ମାଓବାଦୀମାନେ ହତ୍ୟା କରିବା ପରେ ପୁଲିସ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି |ହତ୍ୟାକାଣ୍ଡ ପରେ ପୁଲିସ ପକ୍ଷରୁ କମ୍ବିଂ ଅପରେସନ ଜୋରଦାର କରାଯାଇଛି। ହତ୍ୟାକାଣ୍ଡ ଭିଆଇଥିବା ମାଓବାଦୀମାନଙ୍କୁ ମୁହଁତୋଡ ଯବାବ ଦିଆଯିବ ଏବଂ ସେମାନେ ଯେକୌଣସି ସ୍ଥାନରେ ଲୁଚି ରହିଥିଲେ ବି ଖୋଜି ବାହାର କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed, but trackbacks and pingbacks are open.