ଭୁବନେଶ୍ୱର: ପୁଣି ଅନଲାଇନରେ ମହାପ୍ରସାଦ ବିକ୍ରି ବିଜ୍ଞାପନ। ପୂଜା ହେବା ସହ ମିଳିବ ନିର୍ମାଲ୍ୟ। ପୂଜା ପରିସେବା ଡଟକମ ନାମକ ୱେବସାଇଟ ପକ୍ଷରୁ ମହାପ୍ରସାଦ ବିକ୍ରି ନେଇ ସୂଚନା ଦିଆଯାଉଛି। ଏକ ଅନଲାଇନ ଆପ୍ଲିକେସନ ସୋସିଆଲ ମିଡିଆରେ ଭାଇରାଲ ହେଉ। ଚାରି ପ୍ରକାର ପୂଜା ହେବାନେଇ ଅନଲାଇନରେ ବିଜ୍ଞପ୍ତି। ଚାରି ପ୍ରକାର ପୂଜା ପାଇଁ ଅଲଗା ଅଲଗା ମୂଲ୍ୟ ବିଜ୍ଞପ୍ତି ଉଲ୍ଲେଖ। ଶୁଖିଲା ଭୋଗ ଦିଆଯିବା ନେଇ ଅନଲାଇନରେ ଆପ୍ଲିକେସନରେ ଉଲ୍ଲେଖ ରହିଥିବା ଦେଖାଦେଇଛି ।
Comments are closed, but trackbacks and pingbacks are open.