ବାଲୁକା କଳାରେ ମା’ସରସ୍ବତୀ

17

ପୁରୀ ବେଳାଭୁମିରେ ବାଲୁକା କଳାରେ ଶୋଭା ପାଉଛନ୍ତି ମା ବୀଣାପାଣି ସରସ୍ୱତୀ । ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟନାୟକ ବାଲୁକା କଳା ମାଧ୍ୟମରେ ସରସ୍ୱତୀଙ୍କ ପୂଜା ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଏହି ବାଲୁକା କଳା ପର୍ଯ୍ୟଟକ ଓ କଳାପ୍ରେମୀଙ୍କୁ ବେଶ ଆକର୍ଷିତ କରିଛି । ବାଲିରେ ବିରାଟ ମୂର୍ତ୍ତି କରି ‘ହାପି ସରସ୍ୱତୀ ପୂଜା’ ବୋଲି ଲେଖିଛନ୍ତି । ଯେଉଁଥିରେ ହାତରେ ବୀଣା ଧରିଛନ୍ତି ସରସ୍ୱତୀ ।

Leave A Reply

Your email address will not be published.