ବୃକ୍ଷ ରୋପଣ କରି ପରିବେଶ ପାଇଁ ଏକ ଉଦାହରଣ ସୃଷ୍ଟି କଲେ ଲୁହାକାନି ବନସୁରକ୍ଷା ସମିତି

66

ମୟୂରଭଞ୍ଜ ଜିଲ୍ଲାର ବିଶୋଇ ବ୍ଲୋକ ଅନ୍ତର୍ଗତ ପିଢାକଟା D.P.F. ପାଦଦେଶ ରେ ଏହି ଲୁହାକାନି ଗ୍ରାମ ଟି ଅବସ୍ଥିତ।ଏହି ଗ୍ରାମର ଅଧିକାଂଶ ଅଧିବାସୀ ଆଦିବାସୀ ସମ୍ପ୍ରଦାୟ ଅଟନ୍ତି।୨୦୦୧ ମସିହା ଠାରୁ ଜଙ୍ଗଲ ଜଗରଖା ଆଊ ତାର ଦାଇତ୍ୟ ନେଉଛନ୍ତି ।ଠେଙ୍ଗା ପାଳି କରି ଗ୍ରାମ ବାସୀମାନେ  ଲୁହାକାନି ବନ ସୁରକ୍ଷା ସମିତି ର ସଭ୍ଯ/ସଭ୍ୟ। ସବୁ ସମୟରେ ନିଯକୁ ନିୟାଜିତ କରି ଆସୁଛନ୍ତି।ଗ୍ରାମ ର ବୈଠକ ରେ ନିଷ୍ପତି ହୋଇଛି ଯେ କେହି ଜଙ୍ଗଲ ରୁ କଞ୍ଚା କାଠ ଟିଏ ଉଠାଇବେ ନାହିଁ।ବିଗତ ୩୦ ବର୍ଷ ଧରି ଗ୍ରାମ ର ଲକମାନଙ୍କ ସହଯୋଗରେ ଲୁହାକାନି ବନ ସୁରକ୍ଷା ସମିତି ର ସଭାପତି  କାଦ୍ରା ମୁର୍ମୁ ଓ ବନ ସହାୟକ କର୍ମୀ ପାରଉ ମାଝି ପାଖ ଜଙ୍ଗଲ ର ନିଆଁ କୁ କରାୟତ କରିବା ସହ  ନିଜ ଡାହି ଜାଗାରେ ସୁନ୍ଦର ଓ ହୃଷ୍ଟ ପୃଷ୍ଟ ବୃକ୍ଷ ଠିଆ କରିପାରିଛନ୍ତି ।ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ଗ୍ରାମବାସୀ ନିଜ ଜୀବନର ବ୍ରତ ଭାବରେ ଗ୍ରହଣ କରିଛନ୍ତି ।ବୃକ୍ଷ ରୋପଣ କରିବାରେ  ମଧ୍ୟ ଲୁହାକାନି ବନସୁରକ୍ଷା ସମିତି ଖୁବ ଆଗ୍ରହି ।

ନିଜ ଗ୍ରାମରେ ଜଙ୍ଗଲରେ ୭୮୦୦ ଟି ବୃକ୍ଷ ରପଣ କରିବା ସହ ନିଜ ଜମିରେ ବି ଓଡିଶା ବନାଞ୍ଚଳ ଉନୟନ ପ୍ରକଳ୍ପ-୨ ସ୍କୀମ କୃଷି ଜଙ୍ଗଲ ମଧ୍ୟମରେ ୪୭୬୦ଟି ବୃକ୍ଷ ରୋପଣ କରିଛନ୍ତି ଯଥା ଗ୍ରାଫଟେଡ ଆମ୍ବ,ସାଗୁଆନ,ଗମ୍ଭାରୀ,ନିମ,ଆକାଶିଆ ବୃକ୍ଷ । ଏହି କାମରେ ମାଣଦା ବନାଞ୍ଚଳର ଭରା ପ୍ରାପ୍ତ ଅଧିକାରିଣୀ ଧାରିତ୍ରି ମୁର୍ମୁଙ୍କର ମାର୍ଗଦର୍ଶନରେ ଗ୍ରାମବାସୀ ମାନେ ଜଙ୍ଗଲରେ ରହୁଥିବା ଜୀବଜନ୍ତୁ ସୁରକ୍ଷା ଦେବା ଓ ବୃକ୍ଷ ରପଣରେ  ସେମାନେ ସବୁବେଳ ଆଗ୍ରହୀ।ତେଣୁ ଗ୍ରାମବାସୀଙ୍କର ପରିବେଶ ସୁରକ୍ଷା ଦିଗରେ  ନିଜସ୍ଵ  ଅବଦାନ ସବୁବେଳ ଅନ୍ୟ ମାନଙ୍କ ପାଇ ଉଦାହରଣ ସୃଷ୍ଟି କରିପାରିଛି।ଓଡିଶା ବନାଞ୍ଚଳ ଉନୟନ ପ୍ରକଳ୍ପ-୨ ରଏସଏମଏସ,ତ୍ରିଲଚନ ରାୟ,ଲୋକନାଥ ସାହୁ,ସଞ୍ଜଜକ ବିଜୟ କେତନ ବିଶ୍ଵାଳ,ଅଭିଷେକ ପରୀକ୍ଷା ଗ୍ରାମବାସିକଙ୍କୁ ସବୁବେଳ ଜଙ୍ଗଲ ପରିବେଶ କୁ କିପରେ ଜଙ୍ଗଲ ନିଆଁ ଦାଉରୁ ରକ୍ଷା କରିବା ସହିତ ଗ୍ରାମ ବାସିକଙ୍କୁ ସଚେତନତା କରିଛନ୍ତି। ଲୁହାକାନି ବନ ସୁରକ୍ଷା ସମିତି ର ବନପାଳ କୁମୁଦେନ୍ଦୁ ପ୍ରସାଦ ମହାନ୍ତ ସମସ୍ତ ଜେଏଫଏମ କାମରେ ଗ୍ରାମବାସିଙ୍କ ସହ ଯୋଡିତ ଅଛନ୍ତି। ଗ୍ରାମ ବାସୀମାନେ ସମସ୍ତେ ମିଶି ଏ.ଏନ.ଆର ୩୯ ହେକ୍ଟର ଜମିରେ ବୃକ୍ଷ ରପଣ  କରିଛନ୍ତି ଏବଂ ଜଙ୍ଗଲର ଅନାବଶ୍ୟକ ଲତା କୁ ମଧ୍ୟ ସଫେଇ କରିବା ସହ ନିଜ ଗ୍ରାମ କୁ ସଫା ଓ ସରସ ସୁନ୍ଦର କରବରେ ନିଯକୁ ନିୟାଜିତ କରିଛନ୍ତି।

ଏହା ସମ୍ଭବ ହୋଇଛି ତାଙ୍କର ଇଚ୍ଛାଶକ୍ତି ଓ ଦୃଢ ମନ ଭାବ ପାଇଁ। କରନା ମହାମାରୀ ସମୟ ରେ ମଧ୍ୟ ଲୁହାକାନି ବନ ସୁରକ୍ଷା ସମିତି ର ସଭ୍ଯ/ସଭ୍ୟା,ଗ୍ରାମ ବାସୀ ମାନେ ଠେଙ୍ଗା ପାଳି କରି ଜଙ୍ଗଲ ଜାଗିବା ସହ ବୃକ୍ଷ ରୋପଣରେ ସହଯୋଗ କରୁଛନ୍ତି।ଆଗକୁ ମଧ୍ୟ ତାଙ୍କର ବୃକ୍ଷ ରପଣ କରିବା ଯାରିରହିବ ବୋଲି ବନ ସୁରକ୍ଷା ସମିତି ର ସଭାପତି ଶ୍ରୀ କାନ୍ଦ୍ର ମୁର୍ମୁ ମତପ୍ରକାଶ କରିଛନ୍ତି।ପରିବେଶ ପ୍ରତି ଲୁହକାନି ବନ ସୁରକ୍ଷା ସମିତି ର ଏହି ଅଦମ୍ୟ ପ୍ରୟାଶକୁ ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ଶ୍ରୀ ଶିବପ୍ରସାଦ ରଥ ଲୁହକାନି ବନ ସୁରକ୍ଷା ସମିତି ବୃକ୍ଷ ରୋପଣ କାମକୁ ପ୍ରଶଂସା କରିଛନ୍ତି।ମୟୂରଭଞ୍ଜ ଜିଲ୍ଲାର ବିଶୋଇ ବ୍ଲୋକ ଅନ୍ତର୍ଗତ ପିଢାକଟା D.P.F. ପାଦଦେଶ ରେ ଏହି ଲୁହାକାନି ଗ୍ରାମ ଟି ଅବସ୍ଥିତ।ଏହି ଗ୍ରାମର ଅଧିକାଂଶ ଅଧିବାସୀ ଆଦିବାସୀ ସମ୍ପ୍ରଦାୟ ଅଟନ୍ତି।୨୦୦୧ ମସିହା ଠାରୁ ଜଙ୍ଗଲ ଜଗରଖା ଆଊ ତାର ଦାଇତ୍ୟ ନେଉଛନ୍ତି । ଠେଙ୍ଗା ପାଳି କରି ଗ୍ରାମ ବାସୀମାନେ  ଲୁହାକାନି ବନ ସୁରକ୍ଷା ସମିତି ର ସଭ୍ଯ/ସଭ୍ୟ। ସବୁ ସମୟରେ ନିଯକୁ ନିୟାଜିତ କରି ଆସୁଛନ୍ତି।ଗ୍ରାମ ର ବୈଠକ ରେ ନିଷ୍ପତି ହୋଇଛି ଯେ କେହି ଜଙ୍ଗଲ ରୁ କଞ୍ଚା କାଠ ଟିଏ ଉଠାଇବେ ନାହିଁ।ବିଗତ ୩୦ ବର୍ଷ ଧରି ଗ୍ରାମ ର ଲକମାନଙ୍କ ସହଯୋଗରେ ଲୁହାକାନି ବନ ସୁରକ୍ଷା ସମିତି ର ସଭାପତି  କାଦ୍ରା ମୁର୍ମୁ ଓ ବନ ସହାୟକ କର୍ମୀ ପାରଉ ମାଝି ପାଖ ଜଙ୍ଗଲ ର ନିଆଁ କୁ କରାୟତ କରିବା ସହ  ନିଜ ଡାହି ଜାଗାରେ ସୁନ୍ଦର ଓ ହୃଷ୍ଟ ପୃଷ୍ଟ ବୃକ୍ଷ ଠିଆ କରିପାରିଛନ୍ତି ।ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ଗ୍ରାମବାସୀ ନିଜ ଜୀବନର ବ୍ରତ ଭାବରେ ଗ୍ରହଣ କରିଛନ୍ତି ।ବୃକ୍ଷ ରୋପଣ କରିବାରେ  ମଧ୍ୟ ଲୁହାକାନି ବନସୁରକ୍ଷା ସମିତି ଖୁବ ଆଗ୍ରହି ।

ନିଜ ଗ୍ରାମରେ ଜଙ୍ଗଲରେ ୭୮୦୦ ଟି ବୃକ୍ଷ ରପଣ କରିବା ସହ ନିଜ ଜମିରେ ବି ଓଡିଶା ବନାଞ୍ଚଳ ଉନୟନ ପ୍ରକଳ୍ପ-୨ ସ୍କୀମ କୃଷି ଜଙ୍ଗଲ ମଧ୍ୟମରେ ୪୭୬୦ଟି ବୃକ୍ଷ ରୋପଣ କରିଛନ୍ତି ଯଥା ଗ୍ରାଫଟେଡ ଆମ୍ବ,ସାଗୁଆନ,ଗମ୍ଭାରୀ,ନିମ,ଆକାଶିଆ ବୃକ୍ଷ ।ଏହି କାମରେ ମାଣଦା ବନାଞ୍ଚଳର ଭରା ପ୍ରାପ୍ତ ଅଧିକାରିଣୀ ଧାରିତ୍ରି ମୁର୍ମୁଙ୍କର ମାର୍ଗଦର୍ଶନରେ ଗ୍ରାମବାସୀ ମାନେ ଜଙ୍ଗଲରେ ରହୁଥିବା ଜୀବଜନ୍ତୁ ସୁରକ୍ଷା ଦେବା ଓ ବୃକ୍ଷ ରପଣରେ  ସେମାନେ ସବୁବେଳ ଆଗ୍ରହୀ।ତେଣୁ ଗ୍ରାମବାସୀଙ୍କର ପରିବେଶ ସୁରକ୍ଷା ଦିଗରେ  ନିଜସ୍ଵ  ଅବଦାନ ସବୁବେଳ ଅନ୍ୟ ମାନଙ୍କ ପାଇ ଉଦାହରଣ ସୃଷ୍ଟି କରିପାରିଛି।ଓଡିଶା ବନାଞ୍ଚଳ ଉନୟନ ପ୍ରକଳ୍ପ-୨ ରଏସଏମଏସ,ତ୍ରିଲଚନ ରାୟ,ଲୋକନାଥ ସାହୁ,ସଞ୍ଜଜକ ବିଜୟ କେତନ ବିଶ୍ଵାଳ,ଅଭିଷେକ ପରୀକ୍ଷା ଗ୍ରାମବାସିକଙ୍କୁ ସବୁବେଳ ଜଙ୍ଗଲ ପରିବେଶ କୁ କିପରେ ଜଙ୍ଗଲ ନିଆଁ ଦାଉରୁ ରକ୍ଷା କରିବା ସହିତ ଗ୍ରାମ ବାସିକଙ୍କୁ ସଚେତନତା କରିଛନ୍ତି। ଲୁହାକାନି ବନ ସୁରକ୍ଷା ସମିତି ର ବନପାଳ କୁମୁଦେନ୍ଦୁ ପ୍ରସାଦ ମହାନ୍ତ ସମସ୍ତ ଜେଏଫଏମ କାମରେ ଗ୍ରାମବାସିଙ୍କ ସହ ଯୋଡିତ ଅଛନ୍ତି।

ଗ୍ରାମ ବାସୀମାନେ ସମସ୍ତେ ମିଶି ଏ.ଏନ.ଆର ୩୯ ହେକ୍ଟର ଜମିରେ ବୃକ୍ଷ ରପଣ  କରିଛନ୍ତି ଏବଂ ଜଙ୍ଗଲର ଅନାବଶ୍ୟକ ଲତା କୁ ମଧ୍ୟ ସଫେଇ କରିବା ସହ ନିଜ ଗ୍ରାମ କୁ ସଫା ଓ ସରସ ସୁନ୍ଦର କରବରେ ନିଯକୁ ନିୟାଜିତ କରିଛନ୍ତି।ଏହା ସମ୍ଭବ ହୋଇଛି ତାଙ୍କର ଇଚ୍ଛାଶକ୍ତି ଓ ଦୃଢ ମନ ଭାବ ପାଇଁ। କରନା ମହାମାରୀ ସମୟ ରେ ମଧ୍ୟ ଲୁହାକାନି ବନ ସୁରକ୍ଷା ସମିତି ର ସଭ୍ଯ/ସଭ୍ୟା,ଗ୍ରାମ ବାସୀ ମାନେ ଠେଙ୍ଗା ପାଳି କରି ଜଙ୍ଗଲ ଜାଗିବା ସହ ବୃକ୍ଷ ରୋପଣରେ ସହଯୋଗ କରୁଛନ୍ତି।ଆଗକୁ ମଧ୍ୟ ତାଙ୍କର ବୃକ୍ଷ ରପଣ କରିବା ଯାରିରହିବ ବୋଲି ବନ ସୁରକ୍ଷା ସମିତି ର ସଭାପତି ଶ୍ରୀ କାନ୍ଦ୍ର ମୁର୍ମୁ ମତପ୍ରକାଶ କରିଛନ୍ତି।ପରିବେଶ ପ୍ରତି ଲୁହକାନି ବନ ସୁରକ୍ଷା ସମିତି ର ଏହି ଅଦମ୍ୟ ପ୍ରୟାଶକୁ ରାଇରଙ୍ଗପୁର ବନଖଣ୍ଡ ଅଧିକାରୀ ଶ୍ରୀ ଶିବପ୍ରସାଦ ରଥ ଲୁହକାନି ବନ ସୁରକ୍ଷା ସମିତି ବୃକ୍ଷ ରୋପଣ କାମକୁ ପ୍ରଶଂସା କରିଛନ୍ତି।

Comments are closed, but trackbacks and pingbacks are open.