ଲଘୁଚାପ ବାତ୍ୟା ର ରୂପ ନେଇପାରେ

32

ଆସନ୍ତା ୨୫ ତାରିଖ ରେ ପୁଣି ଆଉ ଏକ ଲଘୁଚାପ I ଏହାର ୧୨ ଘଣ୍ଟା ମଧ୍ୟରେ ନେବ ଗଭୀର ଅବପାତର ରୂପ । ଅଧିକ ଘନିଭୂତ ହେଲେ ହୋଇପାରେ ଆଉ ଏକ ବାତ୍ୟା ର ଆଶଙ୍କା । ବାତ୍ୟା ନେଇ ଆଇଏମଡି ପକ୍ଷରୁ ପୂର୍ବାନୁମାନ କରାଯାଇଛି I ୨୬ରେ ବାତ୍ୟା ସ୍ଥଳଭାଗ ଛୁଇଁପାରେ ବୋଲି ଆଶଙ୍କା କରାଯାଉଛି । ଦକ୍ଷିଣ ଓଡିଶା-ଉତ୍ତର ଆନ୍ଧ୍ରପ୍ରଦେଶ କୋଷ୍ଟ ଦେଇ ଗତି କରିବ । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶ।।ରେ ବର୍ଷା ଓ ପବନ ହୋଇପାରେ । ପବନର ବେଗ ୬୫ରୁ ଶହେ କିଲୋମିଟର ପର୍ଯ୍ୟନ୍ତ ହେବା ଆଶଙ୍କା ରହିଛି । ତେବେ ଏନେଇ ଆଂଚଳିକ ପାଣିପାଗ କେନ୍ଦ୍ର ଆହୁରି ସ୍ପଷ୍ଟିକରଣ ଦେବ ।

Leave A Reply

Your email address will not be published.