କଂଗ୍ରେସ ଛାଡିଲେ ବିଧାୟକ ପ୍ରାର୍ଥୀ ପ୍ରଦୀପ ସାହୁ

19

କଂଗ୍ରେସ ଛାଡି ନିଜ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହେଲେ ବେଗୁନିଆର କଂଗ୍ରେସ ବିଧାୟକ ପ୍ରାର୍ଥୀ ପ୍ରଦୀପ ସାହୁ । ମିଶ୍ରଣ ପର୍ବରେ ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଅନ୍ୟ ବରିଷ୍ଠ ନେତା ଉପସ୍ଥିତ ଅଛନ୍ତି । ଏହାପୂର୍ବରୁ ଦୁଇ ଦୁଇ ଥର କଂଗ୍ରେସ ର ବେଗୁନିଆ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ି ପ୍ରାର୍ଥୀ ୫୪ ହଜାରରୁ ଅଧିକ ଭୋଟ୍ ପାଇଥିଲେ I

Leave A Reply

Your email address will not be published.