ଭୁବନେଶ୍ୱର କୋର୍ଟରେ ତାଲା ପକାଇଲେ ଓକିଲ

22

ଭୁବନେଶ୍ୱର: ଭୁବନେଶ୍ୱର କୋର୍ଟ ପରିସରରେ ଉତ୍ତେଜନା । ଓକିଲ ଓ ପୁଲିସ ମଧ୍ୟରେ ହାତାହାତି ପରିସ୍ଥିତି । ହାଇକୋର୍ଟକୁ ଭୁବନେଶ୍ୱର ସ୍ଥାନାନ୍ତର ଦାବିରେ ଆନ୍ଦୋଳନ କରିଛନ୍ତି ଆଇନଜୀବୀ ମାନେ । ଭୁବନେଶ୍ୱର କୋର୍ଟରେ ତାଲା ପକାଇ ଧାରଣା ଦେଇଛନ୍ତି । କୋର୍ଟରେ ତାଲା ପଡିଥିବାରୁ ଗୋଟ ବାହାରେ ବିଚାରପତି ଛିଡା ହୋଇଥିବା ବେଳେ ତାଙ୍କୁ ଘେରିଛନ୍ତି ଶହଶହ ଆନ୍ଦୋଳନକାରୀ ଓକିଲ । ହାଇକୋର୍ଟ ସ୍ଥାନାନ୍ତର ନହେଲେ ବି ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କରାଯିବାକୁ ଦାବି ଜଣାଇଛନ୍ତି । ହୋହଲ୍ଲା କରିବା ସହିତ ନିଜ ଜିଦରେ ଭୁବନେଶ୍ୱର ଓକିଲ ସଂଘ ଅଟଳ ରହିଛନ୍ତି ।

Comments are closed, but trackbacks and pingbacks are open.