ଲଳିତ ମୋଦିଙ୍କ ଭାଇ ଗିରଫ

187

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପଳାତକ ଲଳିତ ମୋଦିଙ୍କ ଭାଇ ସମୀର ମୋଦିଙ୍କୁ ଦିଲ୍ଲୀର ନ୍ୟୁ ଫ୍ରେଣ୍ଡସ୍ କଲୋନି ପୋଲିସ ଷ୍ଟେସନରୁ ପୋଲିସ ଗିରଫ କରିଛି। ତାଙ୍କୁ ବଳାତ୍କାର ଅଭିଯୋଗରେ ଗିରଫ କରାଯାଇଛି। ସୂତ୍ର ଅନୁସାରେ ଏହା ଏକ ପୁରୁଣା ବଳାତ୍କାର ମାମଲା। ମୋଦି ବିଦେଶରୁ ଦିଲ୍ଲୀ ଫେରିବା ପରେ ବିମାନବନ୍ଦରରେ ତାଙ୍କୁ ଅଟକ ରଖାଯାଇଥିଲା। ପୋଲିସ ତାଙ୍କୁ କୋର୍ଟରେ ହାଜର କରିଥିଲା, ଯାହା ପରେ ତାଙ୍କୁ ପୋଲିସ ହେପାଜତକୁ ପଠାଇ ଦିଆଯାଇଥିଲା।

Comments are closed, but trackbacks and pingbacks are open.