କାର୍ତ୍ତିକଙ୍କ ଆଶିକି

31

ପ୍ରଥମେ ଆଶିକି । ତା’ପରେ ଆଶିକି ୨ ଫିଲ୍ମ ସୁପରହିଟ୍ ହେବା ପରେ ଏବେ ବଡ଼ ପରଦାକୁ ଆସିବାକୁ ଯାଉଛି ‘ଆଶିିକି ୩’ । ଏଥର ଆଶିିକି-୩ରେ ନଜର ଆସିବେ ଅଭିନେତା କାର୍ତ୍ତିକ ଆର୍ଯ୍ୟନ । ଏହାରି ଭିତରେ ତାଙ୍କ ବିପକ୍ଷରେ ନାୟିକା କିଏ ହେବେ, ତାହାକୁ ନେଇ ଚର୍ଚ୍ଚା ଲାଗି ରହିଛି । ସେହିପରି ତିନି ଜଣ ଅଭିନେତ୍ରୀଙ୍କ ନାଁ ଏ ଲାଗି ସାମ୍ନାକୁ ଆସିଛି । ପ୍ରଥମ ନାଁ ଶ୍ରଦ୍ଧା କପୁରଙ୍କ ଥିବା ବେେ ଳ ଦ୍ୱିତୀୟ ନାଁ କୃତି ସାନନ ବୋଲି କୁହାଯାଉଛି । ଏପରିକି କାର୍ତ୍ତିକଙ୍କ ବିପକ୍ଷରେ ଏଥିରେ ଦୀପିକା ପାଦୁକୋନ୍ ନଜର ଆସିପାରନ୍ତି ବୋଲି ଆଲୋଚନା ଲାଗି ରହିଛି । ଯଦି ଏମିତି ହୁଏ, ତେବେ ପ୍ରଥମ ଥର ପାଇଁ ଏହି ସିନେମାରେ ଦୀପିକା ଓ କାର୍ତ୍ତିକଙ୍କ ଯୋଡ଼ି ଦେଖିବାକୁ ମିଳିବ । ଯଦିଓ କାହା ସହ କାତ୍ତି;କ ଆଶିିକି କରିବେ ସ୍ଥିର ହୋଇ ନାହିଁ, ତଥାପି ତାଙ୍କର ନାୟିକାକୁ ନେଇ କିଛି ଠୋସ୍ ତଥ୍ୟ ନାହିଁ ।

Comments are closed, but trackbacks and pingbacks are open.