ରାଜ୍ୟରେ କରୋନା ଚିନ୍ତା ବଢ଼ାଇଲା

37

ପୁଣି ରାଜ୍ୟରେ ଚିନ୍ତା ବଢ଼ାଇଲା କରୋନା । ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୩୧୫ ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତ ୨ ତାରିଖରେ ୧,୦୩୨ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଗତକାଲି ୧୧୨୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଧିରେ ଧିରେ କରୋନା ଗ୍ରାଫ ଉପର ମୁହାଁ ହେଉଥିବାରୁ ଲୋକଙ୍କ ମନରେ ଛନକା ପଶିଲାଣି।

Leave A Reply

Your email address will not be published.