ଆଜିଠୁ କଳିଙ୍ଗ ଷ୍ଟାଡିୟମରେ କ୍ରୀଡ଼ା ମହାକୁମ୍ଭ…

123

ଭୁବନେଶ୍ୱର: ଆଜିଠୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱସ୍ତରୀୟ କ୍ରୀଡ଼ା । ଗୋଟିଏ ଗ୍ରାଉଣ୍ଡରେ ଏକାଠି ହେବେ ୧୭ଟି ଦେଶର ୧୬୦ ପୁରୁଷ ଓ ମହିଳା ଆଥଲେଟ୍ । ଅଲିମ୍ପିଆନ ଶ୍ରାବଣୀ ନନ୍ଦ, ପ୍ରଜ୍ଞା ପାରମିତା, ଲାଲୁ ପ୍ରସାଦ ଭୋଇ ଓ ଅନିମେଷ କୁଜୁର ଏହି ଅନ୍ତର୍ଜାତୀୟ ଇଭେଣ୍ଟରେ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ବ କରିବେ । ମୋଟ ୧୮ଟି ଇଭେଣ୍ଟରେ ହେବ ପ୍ରତିଦ୍ବନ୍ଦ୍ବିତା । ୨୦୧୭ ଏସିଆନ ଆଥଲେଟିକ୍ସର ସଫଳ ଆୟୋଜନ ପରେ ଓଡିଶାରେ ଟ୍ରାକ ଆଣ୍ଡ ଫିଲଡର ଏହା ଦ୍ଵିତୀୟ ଅନ୍ତର୍ଜାତୀୟ ପ୍ରତିଯୋଗିତା । ୯୩ଜଣ ଭାରତୀୟ ଆଥଲେଟ ବିଭିନ୍ନ ଇଭେଣ୍ଟରେ ଭାଗ ନେଇଛନ୍ତି । ଆଥଲେଟଙ୍କ ପାଇଁ ଏହି ଚାମ୍ପିୟାନସିପ ବେଶ ଗୁରୁତ୍ୱପୂର୍ଣ୍ଣ। ଭଲ ପ୍ରଦର୍ଶନ କଲେ ବିଶ୍ୱ ଚାମ୍ପିୟାନସିପ ପାଇଁ ଯୋଗ୍ୟତା ହାସଲ କରିବେ ଖେଳାଳି। ତେଣୁ ଭଲ ଟାଇମିଂ କରି କ୍ୟାରିୟରରେ ଅଧିକ ପଏଣ୍ଟ ଯୋଡିବାକୁ ଲକ୍ଷ୍ୟ ରଖିଛନ୍ତି ଆଥଲେଟ। କେବଳ ଆଥଲେଟ ନୁହଁନ୍ତି କଳିଙ୍ଗ ଷ୍ଟାଡିୟମରେ ପୁଣି ଏକ ସଫଳ ଆଥଲେଟିକ୍ସ ଚାମ୍ପିୟାନସିପ ଆୟୋଜନ ନେଇ ଆଶାବାଦୀ ଆଥଲେଟିକ୍ସ ଫେଡରେସନ ଅଫ ଇଣ୍ଡିଆ।

12 Comments
  1. buying enclomiphene generic mastercard

    online order enclomiphene cheap buy online no prescription

  2. prix réduits kamagra

    kamagra sans ordonnance en ligne

  3. cheap androxal generic online usa

    buying androxal purchase singapore

  4. how to order dutasteride generic discount

    buying dutasteride cheap trusted

  5. lowest prices on generic flexeril cyclobenzaprine

    get flexeril cyclobenzaprine purchase toronto

  6. online order gabapentin buy safely online

    discount gabapentin price usa

  7. itraconazole 100 mg best price

    order itraconazole canada how to buy

  8. how to order staxyn generic india

    buying staxyn buy in australia

  9. order avodart france where to buy

    free avodart prices

  10. rifaximin pills from canada

    purchase rifaximin uk delivery…

  11. can you buy xifaxan over counter

    cheap generic drugs online xifaxan

  12. nákup kamagra online bez lékařského předpisu

    kamagra a nárůst tělesné hmotnosti

Comments are closed, but trackbacks and pingbacks are open.